Home Posts tagged KESIHNGA
Odisha News
ରୁପ୍ରା/କେସିଙ୍ଗା,୨୩/୧୦: ଜଣେ ବାଇକ୍ ଚାଳକଙ୍କୁ ଦୁର୍ଘଟଣାରୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ସାମ୍ନା କରିଛି। ଯାତ୍ରୀବାହୀ ବସ୍ଟି ରାସ୍ତାରୁ ଖସିପଡ଼ି ଧାନଖେତରେ ଓଲଟି ପଡ଼ିଛି। ଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଥିବା ଜଣାପଡ଼ିଛି।ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାରୁ ଏକ ଯାତ୍ରୀବାହୀ ବସ୍ (ଝୁଲେଲାଲ୍) ଭାୟା ରୁପ୍ରା ଦେଇ ବାରବନ୍ଧା ଯାଉଥିଲା। ଅପରାହ୍ନ ପ୍ରାୟ ୨ଟାରେ Continue Reading
Seo wordpress plugin by www.seowizard.org.