Home Posts tagged kerala gold smuggling case
Odisha News
ନୂଆଦିଲ୍ଲୀ ୧୧।୭: ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି(ଏନଆଇଏ) ସୁନା ଚୋରାଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ଵପ୍ନା ସୁରେଶ ଓ ସନ୍ଦୀପ ନାୟରଙ୍କୁ ଶନିବାର ବେଙ୍ଗାଲୁରୁରୁ ଗରିଫ କରିଛି। ତିରୁଅନନ୍ତପୁରମ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ରାଷ୍ଟ୍ରଦୂତଙ୍କ ସାମଗ୍ରୀ ଜରିଆରେ ୩୦ କିଲୋଗ୍ରାମ ସୁନାର ଚୋରାଚାଲାଣ କରୁଥିବା ମାମଲାରେ ଏନଆଇଏ ସ୍ଵପ୍ନା ସମେତ ଚାରି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।ତିରୁଅନନ୍ତପୁରମରୁ ସ୍ଵପ୍ନା, ସାରିଥ ଓ ସନ୍ଦୀପ Continue Reading
Seo wordpress plugin by www.seowizard.org.