
କେନ୍ଦୁଝର, ୧୩/୫: ଲୁଗା ଶୁଖାଇବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ମା’ ଓ ପୁଅଙ୍କ ଜୀବନ । ସେପଟେ ବୋହୂ ଏବଂ ନାତିକୁ ବଞ୍ଚାଇବାକୁ ଯାଇ ଶାଶୂ ଗୁରୁତର ହୋଇଛନ୍ତି ।କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସାହାରପୁର ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ମୃତ ମହିଳା ଜଣକ ହେଲେ କଳ୍ପନା ବେହେରା ଓ ତାଙ୍କ ଅଢ଼େଇ ବର୍ଷର ପୁଅ ଶୁଭ୍ରଜିତ ବେହେରା । ଶାଶୂ ଶାନ୍ତିଲତା ବେହେରା ଗୁରୁତର ଅଛନ୍ତି ।ପ୍ରାପ୍ତ […]Continue Reading