Home Posts tagged kendrapara
Odisha News
କେନ୍ଦ୍ରାପଡା, ୨୮/୫: ମହିଳାଙ୍କ ଉପରେ ମାଡ଼ିଗଲା OSRTC ବସ୍। ଦୁର୍ଘଟଣାରେ ମହିଳାଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର ଚାନ୍ଦୋଳ ଖରିଦା ସାହି ଠାରେ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳିନାହିଁ।ଆଜି ସକାଳେ OSRTC ବସ୍ କେନ୍ଦ୍ରାପଡାରୁ କଟକ ଅଭିମୁଖେ ଯାଉଥିଲା। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ସ୍କୁଟି ଆରୋହୀ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା। ପରେ ସ୍କୁଟିରେ ଥିବା ମହିଳା Continue Reading
Odisha News
କେନ୍ଦ୍ରାପଡ଼ା , ୨୩/୩ : କେନ୍ଦ୍ରାପଡ଼ା ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ରାଜେନ୍ଦ୍ରନଗର ଗାଁରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।ମୃତକମାନେ ହେଉଛନ୍ତି ଗାଁର ଦାମ ମଣ୍ଡଳ, ତାଙ୍କ ପତ୍ନୀ ଜୟନ୍ତୀ ମଣ୍ଡଳ ଓ ୨୫ ବର୍ଷୀୟ ପୁଅ ପରୀକ୍ଷିତ ମଣ୍ଡଳ। ଆଜି ସକାଳେ ଦାମ ମଣ୍ଡଳଙ୍କ ମୃତଦେହ ଘର ବାହାରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ମା’ ପୁଅଙ୍କ ମୃତଦେହ ଘର ଭିତରେ ପଡ଼ିଥିଲା।ଦାମ ମଣ୍ଡଳଙ୍କ ଝୁଲନ୍ତା ମୃତଦେହ ଦେଖିବା ପରେ ଗାଁ Continue Reading
Odisha News
କେନ୍ଦ୍ରାପଡ଼ା,୭/୧୨ : ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ। ସେହି ନିଆଁରେ ପୋଡ଼ିହୋଇ ଜୀବନ୍ତ ଜଳିଗଲେ ୫ ବର୍ଷର ଶିଶୁ। ଆଉ ଦୁଇ ଜଣ ବରଯାତ୍ରୀ ଗୁରୁତର ଆହତ ହୋଇ ମେଡ଼ିକାଲ୍ରେ ଚିକିତ୍ସିତ ହେଉଛନ୍ତି। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି।ଆଜି ଥିଲା ଗ୍ରାମାଞ୍ଚଳ ଥାନା ବଡ଼ପଡ଼ା ଗାଁର ରତ୍ନାକର ମଳିକଙ୍କ ପୁଅ ବାହାଘର। ତେଣୁ ବରଯାତ୍ରୀଙ୍କ ବାଇକ୍ରେ ପେଟ୍ରୋଲ ପକାଇବା ପାଇଁ Continue Reading
Top Stories
By Mehendra Darjee Bhubaneswar, Nov. 2: Odisha’s ruling Biju Janata Dal (BJD) on Thursday appointed former ministers Pratap Jena and Sanjay Kumar Das Burma as the district observers. According to the release, Odisha Chief Minister and BJD president Naveen Patnaik appointed Jena, the MLA from Mahanga, and senior leader Sanjay Das Burma as the observers […]Continue Reading
Odisha News
କେନ୍ଦ୍ରାପଡ଼ା ,୩୧/୮ : ମଇଁଷି ଚରାଳିଙ୍କୁ ଟାଣିନେଲା କୁମ୍ଭୀର । ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ରାଜପୁର ଗାଁର। ମଇଁଷି ଚରାଳି ଜଣଙ୍କ ହେଲେ ଭାସ୍କର ରାଉତ। ତାଙ୍କୁ ୫୦ ବର୍ଷ ହୋଇଥିଲା।ଆଜି ସକାଳେ ଭାସ୍କର ମଇଁଷି ଗୁଡ଼ିକୁ ଛାଡ଼ି ବ୍ରାହ୍ମଣୀ ନଦୀ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ଏକ କୁମ୍ଭୀର ଆସି ଭାସ୍କରଙ୍କୁ ଟାଣି ନେଇଥିଲା। ପ୍ରତ୍ୟେକ୍ଷଦର୍ଶୀ ପାଟି ଶୁଣି ଦୌଡ଼ି ଆସିଥିଲେ। କୁମ୍ଭୀରଟି ସେହି ସମୟରେ ଭାସ୍କରଙ୍କୁ ନଈ Continue Reading
Odisha News
କେନ୍ଦ୍ରାପଡ଼ା,୨୮/୭: ଶୌଚ ପାଇଁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଟାଣି ନେଇଛି କୁମ୍ଭୀର। ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ପେଣ୍ଠପାଳ ପଞ୍ଚାୟତରେ।ଗତକାଲି ସନ୍ଧ୍ୟାରେ କୂଳସାହି ଗାଁର ଅମୁଲ୍ୟ ଦାସ ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ। ଶୌଚ ହେବା ସମୟରେ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା। ନଦୀ ତୁଠରେ ତାଙ୍କ ଜୋତା ପଡ଼ିଛି। ସ୍ଥାନୀୟ ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନାହିଁ। ଅଗ୍ନିଶମ Continue Reading
Odisha News
କେନ୍ଦ୍ରାପଡ଼ା, ୩/୭: ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲାର କୃଷ୍ଣନଗର ପଞ୍ଚାୟତର ବାଘୁଆ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ରାସ୍ତାକଡ଼ ଘର ଉପରକୁ ଏକ ଚିପ୍ସ ବୋଝେଇ ହାଇୱା ମାଡ଼ିଯିବା ଫଳରେ ଘର ଭିତରେ ଥିବା ଶାଶୂ ଓ ବୋହୂ ଗୁରୁତର ହୋଇଛନ୍ତି। ଉଭୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, ଏକ ଚିପ୍ସ ବୋଝେଇ ହାଇୱା ତାଳଚୁଆକୁ ଯାଉଥିଲା। ବର୍ଷା ଯୋଗୁ ରାସ୍ତା ଖରାପ ହୋଇଥିବାରୁ Continue Reading
Odisha News
କେନ୍ଦ୍ରାପଡ଼ା,୨୯/୬: କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି କୁମ୍ଭୀର ଆତଙ୍କ। ଆଜି ସକାଳେ ଘାଗରା ପଞ୍ଚାୟତ ଘାଗରଡ଼ିଆ ଗାଁ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣିନେଇଥିବାର ଖବର ମିଳିଛି।ସୂଚନା ଅନୁଯାୟୀ, ଆଜି ସକାଳେ ଘାଗରଡ଼ିଆ ଗାଁର ଗଙ୍ଗାଧର ତରାଇ(୬୫) ନାମକ ଜଣେ ବୃଦ୍ଧ ବ୍ରାହ୍ମଣୀ ନଦୀରେ ଶୌଚ ପାଇଁ ଯାଇଥିଲେ। ସେ ଶୌଚ ସାରି ନଦୀ ଉପରକୁ ଆସିବା ବେଳେ ହଠାତ୍ ଗଙ୍ଗାଧରଙ୍କୁ କୁମ୍ଭୀର ଟାଣିନେଇଥିଲା। ଏହି ସମୟରେ ଗଙ୍ଗାଧର ଚିତ୍କାର Continue Reading
Odisha News
ପଟ୍ଟାମୁଣ୍ଡାଇ,୧୩/୩: ସକାଳୁ ସକାଳୁ ସାନଭାଇ ସନାତନ ବେହେରା ନିଜର ନୂଆ ଘର ତିଆରି କରିବା ଲାଗି ନିଅଁ ଖୋଳୁଥଲା। ହେଲେ ଏହାକୁ ବିରୋଧ କରିଥିଲା ବଡ଼ଭାଇ ଅନୁପମ ବେହେରା (୩୬)। ଏହାକୁ ନେଇ ଉଭୟଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା।ଏହାପରେ ଉତକ୍ଷିପ୍ତ ହୋଇ ହଠାତ୍ ସାନଭାଇ ଏକ କଟୁରୀରେ ବଡ଼ଭାଇକୁ ଏକାଧିକ ଥର ଚୋଟ ପକାଇଥିଲା। ଘଟଣାସ୍ଥଳରେ ହିଁ ରକ୍ତାକ୍ତ ଅବସ୍ଥାରେ ଟଳିପଡ଼ିଥିଲା ବଡ଼ଭାଇ ଅନୁପମ। ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଅନୁପମକୁ Continue Reading
Seo wordpress plugin by www.seowizard.org.