Home Posts tagged kannada
Odisha News
ବେଙ୍ଗାଲୁରୁ,୨୧/୩ : ହିନ୍ଦୁତ୍ୱକୁ ନେଇ ଆପତ୍ତିଜନକ ଟ୍ୱିଟ କରିବା କନ୍ନଡ ଅଭିନେତା ଚେତନ କୁମାରଙ୍କୁ ମହଙ୍ଗା ପଡ଼ିଛି। ସେ କରିଥିବା ଟ୍ୱିଟ ଭାଇରାଲ ହେବା ପରେ ଆଜି ବେଙ୍ଗାଲୁରୁ ପୁଲିସ୍ ତାଙ୍କୁ ଗିରଫ କରିଛି। ମିଥ୍ୟାର ପାହାଡ଼କୁ ନେଇ ହିନ୍ଦୁତ୍ୱ ତିଆରି ହୋଇଥିବା ଚେତନ କୁମାର ଟ୍ୱିଟ କରିଥିଲେ। ଏପରି ଟ୍ୱିଟ କରି ସେ ହିନ୍ଦୁମାନଙ୍କର ଭାବାବେଗକୁ ଆହତ କରିଥିବା ଅଭିଯୋଗ ହୋଇଛି।ଅଭିଯୋଗ ପାଇବା ପରେ ପୁଲିସ୍ ତାଙ୍କ ନାଁରେ ମାମଲା କରିଥିଲା। ଏହାପରେ ତାଙ୍କୁ Continue Reading