Home Posts tagged kamakhya nagar
Odisha News
କାମାକ୍ଷାନଗର, ୫/୪: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରେ ବୋମାମାଡ଼ ହୋଇଥିବାର ଖବର ମିଳିଛି। ବାରିପଦାର ଜଣେ ଗୋରୁ ବ୍ୟବସାୟୀଙ୍କ ଗାଡ଼ିକୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ନେଇ ୬ଜଣ ଦୁର୍ବୃତ୍ତ ଫେରାର ହୋଇଛନ୍ତି। ଏକ ବୋଲେରୋ ଗାଡ଼ି ଲୁଟ ହୋଇଥିବା ସୂଚନା ରହିଛି।ସୂଚନା ଅନୁସାରେ ଆଜି ସକାଳେ ହାଟରେ ଏକ ବୋଲେରୋ ଯୋଗେ ୫ଜଣ ବ୍ୟବସାୟୀ ଗୋରୁ କିଣିବାକୁ ଆସିଥିବା ବେଳେ ହଠାତ୍ ୬ଜଣ ଦୁର୍ବୃତ୍ତ ବୋଲେରୋ ନିକଟକୁ ଆସି Continue Reading
Odisha News
କାମାକ୍ଷାନଗର,୨୮/୮: ପୁଣି କାମାକ୍ଷାନଗରରେ ଫୁଟିଲା ଗୁଳି। ଗୁଳିମାଡ଼ରେ ପଥର ଖଣି ବ୍ୟବସାୟୀ ନିରାକାର ସାହୁ ମୃତ।କାମାକ୍ଷାନଗର ଥାନା ଆଳତୁମା ମାଳବନ୍ଧ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ। ୨୦୨୧ ମସିହା ବାରୁଆଁ ସମିତି ସଭ୍ୟ ଦୀପକ ମାହୁନ୍ତ ହତ୍ୟାକାଣ୍ଡରେ ନିରାକାର ସାହୁ ସଂପୃକ୍ତ ଥିବାର ସୂଚନା ରହିଛି।ଆଜି ସକାଳେ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି।ନିରାକାର Continue Reading
Odisha News
କାମାକ୍ଷାନଗର,୬/୮: ରାସ୍ତା ତଳକୁ ଖସିଲା ଚୋରା ଦେଶୀମଦ ବୋଝେଇ ସ୍କର୍ପିଓ ଗାଡ଼ି। ଗାଡ଼ିରେ ଥିବା ଜଣଙ୍କୁ ଅଟକ ରଖିଲା ଅବକାରୀ ବିଭାଗ। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଅବକାରୀ ବିଭାଗ ବିଶେଷ ସୁତ୍ରରୁ ଖବର ପାଇ ୨ଟି ଟିମ କେନାଲ ରାସ୍ତାରେ ଗାଡ଼ିକୁ ପିଛା କରୁଥିବାବେଳେ ଗାଡ଼ିଟି ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଜଡ଼ାପାଳ ଛକ ନିକଟରେ ରାସ୍ତା ତଳକୁ ଖସି ଯାଇଥିଲା। ଏହାଫଳରେ ଗାଡ଼ିରେ ଥିବା ଅନ୍ୟ ଜଣେ ଫେରାର Continue Reading
Odisha News
ଢେଙ୍କାନାଳ,୧୫/୬: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବିଜେଡି ନେତା କାହ୍ନୁଚରଣ ସାହୁଙ୍କୁ ହୋଇଛି ଗୁଳିମାଡ଼। ତାଙ୍କ ହାତ ଓ ଜଙ୍ଘରେ ଗୁଳି ବାଜିଛି। ତାଙ୍କୁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି।ବୁଧବାର (ଗତକାଲି) ରାତି ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଛି। କାହ୍ନୁଚରଣ କାରରେ ଘରକୁ ଫେରୁଥିବା ବେଳେ କାମାକ୍ଷାନଗର ମେନ୍ରୋଡ୍ ସ୍ଥିତ ମା’ ତାରିଣୀ ଅଳଙ୍କାର ଦୋକାନ ସାମ୍ନାରେ ତାଙ୍କୁ ଗୁଳି କରାଯାଇଥିଲା।ତିନି ଜଣ ଦୁର୍ବୃତ୍ତ ବାଇକ୍ରେ Continue Reading
Odisha News
ଢେଙ୍କାନାଳ,୬/୫ : ଅଷ୍ଟପ୍ରହରୀ ସାରି ଟାଟାଏସିରେ ଘରକୁ ଫେରୁଥିଲେ। ଅଧା ବାଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଲା ଗାଡ଼ି। ଦୁର୍ଘଟଣାରେ ୨୮ ଜଣ ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ କାମାକ୍ଷାନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ଅଷ୍ଟପ୍ରହରୀ ନାମଯଜ୍ଞ ସାରି ଆଜି ସକାଳେ ୩୦ ଜଣ ବ୍ୟକ୍ତି Continue Reading
Odisha News
କାମାକ୍ଷାନଗର,୨୪/୩: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଶଶାପସି ତାରିଣୀ ମନ୍ଦିର ନିକଟରେ ଜଣେ ଗ୍ରାହକ ସେବା କେନ୍ଦ୍ର ମାଲିକଙ୍କୁ ୨ ଜଣ ଦୁର୍ବୃତ୍ତ ଆକ୍ରମଣ କରି ୨ ଲକ୍ଷ ୧୭ ହଜାର ଟଙ୍କା ଲୁଟିନେଇଥିବାର ଖବର ମିଳିଛି।ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ବେଳେ ଶଶାପସି ଗାଁର ରଶ୍ମିରଞ୍ଜନ ପଣ୍ଡା ଗ୍ରାହକ ସେବା କେନ୍ଦ୍ରକୁ ଯାଉଥିବା ବେଳେ ହଠାତ୍ ଦୁଇ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ରଶ୍ମିରଞ୍ଜନ ପଣ୍ଡାଙ୍କଠାରୁ ୨ ଲକ୍ଷ ୧୭ ହଜାର Continue Reading
Odisha News
କାମାକ୍ଷାନଗର/ପର୍ଜଙ୍ଗ,୧୮/୨: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଆମ୍ବପାଳସ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ମଦ୍ୟପ ସ୍ୱାମୀ ଉନ୍ମତ୍ତ କାଣ୍ଡ ଘଟାଇଛି। ଠେଙ୍ଗାରେ ପିଟିପିଟି ସ୍ତ୍ରୀକୁ ହତ୍ୟା କରିଛି ମଦ୍ୟପ ସ୍ୱାମୀ। ହତ୍ୟା ପରେ ବଡ଼ ଭାଇ ସହ ମିଶି ଘର ପଛ ପାଖ ଜଙ୍ଗଲକୁ ପୋଡ଼ିବାକୁ ନେବା ବେଳେ ମୃତଦେହ ଜବତ କଲା ପୁଲିସ।ମୃତ ମହିଳା ଜଣକ ହେଉଛନ୍ତି ମମତା ଖଟୁଆ(୩୫)। ଅଭିଯୁକ୍ତ ସ୍ୱାମୀ ଅଷ୍ଟମ ଖଟୁଆ ଓ ବଡ଼ ଭାଇ ଶିବ […]Continue Reading
Odisha News
କାମାକ୍ଷାନଗର,୧୯/୧: କାମାକ୍ଷାନଗର ସହର ମଧ୍ୟରେ ବିଳମ୍ବିତ ରାତିରେ ବୁଲିଲା ହାତୀ। ରାତି ପ୍ରାୟ ୧୨ଟା ସମୟରେ ପ୍ରଥମେ ଏକ ହାତୀକୁ ଜାତୀୟ ରାଜପଥ ଉପରେ ବାଉଁଶପାଳ ଆଡୁ ଆସୁଥିବାର ଦେଖାଯାଇଥିଲା। ପରେ ହାତୀଟି ସହର ମଧ୍ୟକୁ ପଶି ଆସିବା ସହ ହନୁମାନ ମନ୍ଦିର ସମ୍ମୁଖ ଦେଇ କୋର୍ଟ ଭିତରକୁ ଯାଇଥିଲା।ସେଠାରେ କିଛି ସମୟ ରହିବା ପରେ ହାତୀଟି ରେକୁଳା ଗ୍ରାମ ଭିତରକୁ ପଶିଯାଇଥିଲା। ହାତୀକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇଯାଇଥିଲେ। ରାତି ହୋଇଥିବାରୁ ବନ ବିଭାଗ Continue Reading
Odisha News
କାମାକ୍ଷାନଗର,୭/୧: ଭୁବନେଶ୍ୱର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଆରମ୍ଭ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ଡିହଡୋଳ ସ୍ଥିତ ବାସଭବନ, ପଙ୍ଗାତିରା ସ୍ଥିତ ଶ୍ବଶୁର ଘର ଏବଂ ଭୁବନେଶ୍ୱର, ଢେଙ୍କାନାଳ, ଅନୁଗୁଳ ସମେତ ୮ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ୮ଟି ଟିମ ସାମିଲ ଥିବା ସୂଚନା ମିଳିଛି।ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଡିହଡୋଳରେ କଟକ ଟିମ୍ ଚଢ଼ାଉ Continue Reading
Odisha News
କାମାକ୍ଷାନଗର , ୧୨/୧୨: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସିର ୧୪ ନମ୍ବର ୱାର୍ଡରେ ଝାଡ଼ାବାନ୍ତି ଆତଙ୍କ। ୩ ଦିନରେ ୩ଟି ସାହିରେ ୧୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୧୦ଜଣ ଆକ୍ରାନ୍ତ କାମାକ୍ଷାନଗର ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ୫୦ରୁ ଅଧିକ ଲୋକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ ଆକ୍ରାନ୍ତମାନେ ଘରେ ରହି ମେଡିସିନ୍ ଖାଉଥିବା ଜଣାପଡ଼ିଛି।୩ ଦିନ ହେବ ଚଷା ସାହି, ଶବର ସାହି ଓ ହରିଜନ ସାହିରେ Continue Reading
Seo wordpress plugin by www.seowizard.org.