Home Posts tagged Kalahandi
Odisha News
କଳାହାଣ୍ଡି,୨୬/୯ : ବଜ୍ରପାତରେ ଆଜି ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଲା ପଞ୍ଚାୟତ ଚିତାମୁଣ୍ଡା ଗାଁରେ ଘଟିଛି ଏହି ଘଟଣା। ଅପରାହ୍ନରେ ଏହି ତିନି ମହିଳା ବିଲରେ କାମ କଲା ବେଳେ ବଜ୍ରାଘାତର ଶିକାର ହୋଇଥିଲେ।Continue Reading
Odisha News
ଧର୍ମଗଡ଼,୨୪/୬: କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଅନ୍ତର୍ଗତ ମାଣିକେରା ପଞ୍ଚାୟତର କଳାଟାପରେଙ୍ଗ ଗାଁରେ ଗତ ମେ ୯ ତାରିଖ ସକାଳୁ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ଦେଢ଼ ମାସ ପରେ ପୁଣି ସେହି ଗାଁରେ ମାଓ ପୋଷ୍ଟର ଲଗାଇ ନିଜ ଉପସ୍ଥିତି ଜାହିର କରିଛନ୍ତି ଲାଲ ବାହିନୀ।ଶନିବାର ସକାଳୁ ଗ୍ରାମର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ମାଓ ସଂଗଠନ […]Continue Reading
Odisha News
କଳାହାଣ୍ଡି,୯/୫: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ତାପରେଙ୍ଗ ସଂରକ୍ଷିତ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବାର ଖବର ମିଳିଛି। ଏହି ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି।ଏହି ଗୁଳି ବିନିମୟ ସମୟରେ ଜଣେ ବରିଷ୍ଠ ସିଆରପିଏଫ ଅଧିକାରୀଙ୍କୁ ମଧ୍ୟ ଗୁଳି ବାଜିଥିବା ବେଳେ ତାଙ୍କୁ ପ୍ରଥମେ ମଦନପୁର ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବଲାଙ୍ଗୀର ଭୀମଭୋଇ ଭେଷଜ ମହାବିଦ୍ୟାଳୟ Continue Reading
Business News
200 units of blood donated to Odisha Blood Center, Kalahandi; the highest by any single camp of Lanjigarh operations By Dr. Rama Chandra Behera Lanjigarh, March 24 : Vedanta Limited, Lanjigarh, India’s premier producer of metallurgical grade alumina, organized a voluntary blood donation camp at its Occupational Health Centre at Lanjigarh operations in association with […]Continue Reading
Odisha News
ଭବାନୀପାଟଣା,୩/୧: ଗତକାଲି ବିଳମ୍ବିତ ରାତିରେ ଏକ ବସ୍ ଓ କାର୍ ମଧ୍ୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଚାଂଚେର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ କାର୍ରେ ଥିବା ୨ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ କାର୍ରେ ଥିବା ୨ ମହିଳା ଗୁରୁତର ହୋଇଛନ୍ତି। ବସ୍ର ସମସ୍ତ ଯାତ୍ରୀ ଏହି ଦୁର୍ଘଟଣାରେ ସୁରକ୍ଷିତ ଥିବା ଜଣାଯାଇଛି।‘ଦିଲଖୁସ୍’ ନାମକ ଘରୋଇ ବସ୍ ଗତକାଲି Continue Reading
Top Stories
By Dr. Gouranga Charan Rout Lanjigarh (Odisha), Nov 4 : Vedanta Limited, Lanjigarh, India’s premier producer of metallurgical grade alumina, is fostering a plethora of waste-to-wealth MSMEs in Kalahandi district, Odisha. The company has been supplying lime grit to local brick manufacturers, helping turn industrial by-products into value-added products for a circular Continue Reading
Odisha News
କଳାହାଣ୍ଡି /ନବରଙ୍ଗପୁର, ୩/୩: ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟ, ଚନ୍ଦାହାଣ୍ଡି ଓ ଝରିଗାଁରେ ମୃଦୁ ଭୂମିକମ୍ପ ଝଟକା ହୋଇଥିବା ଜଣାପଡ଼ିଛି। ମୃଦୁ ଭୂମିକମ୍ପ ଯୋଗୁ ୬ରୁ ୭ ସେକେଣ୍ଡ ଥରି ଉଠିଥିଲା ଭୂପୃଷ୍ଠ। ଫଳରେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ପଳାଇ ଆସିଥିଲେ।ଭୂମିକମ୍ପର କେନ୍ଦ୍ର ବିନ୍ଦୁ ଜଣାପଡ଼ିନାହିଁ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧/୩: କନ୍ଧମାଳ ଜିଲ୍ଲାରେ ଲାଗି ରହିଥିବା ବିଜୁଳି ସମସ୍ୟାର ସମାଧାନ ପାଇଁ ୭ ବର୍ଷ ତଳେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ର ସିର୍ତ୍ତିଗୁଡ଼ାଠାରେ ୧୦୨ କୋଟି ଟଙ୍କାର ଏକ ବୃହତ୍ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। ୭ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଗ୍ରିଡ୍ ଷ୍ଟେସନ ନିର୍ମାଣ ଅଧାରେ ଅଟକି ରହିଛି । କଳାହାଣ୍ଡି ଜିଲ୍ଲାର କେସିଙ୍ଗାରୁ ବିଦ୍ୟୁତ୍ ଆଣି କନ୍ଧମାଳ ଜିଲ୍ଲାର ୯ଟି ବ୍ଲକକୁ ଯୋଗାଣ Continue Reading
Odisha News
କଳାହାଣ୍ଡି, ୨୩/୧୦: କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ମହାଲିଙ୍ଗ୍ ରେ ପହଞ୍ଚିଲେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା । ମହାଲିଙ୍ଗ୍ ମିନି ଷ୍ଟାଡିୟମରେ ପହଞ୍ଚି ମହିଳା କମିଶନ ଅଧ୍ୟକ୍ଷା ଅନୁଧ୍ୟାନ କଲେ ।ଏହାପରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପୀଡ଼ିତ ପରିବାରକୁ ସୁରକ୍ଷା ସହ ଘଟଣାର ନିରପେକ୍ଷ ତଦନ୍ତ ଓ ମହାଲିଙ୍ଗ୍ କଲେଜର ସ୍ଥାୟୀତ୍ବ ଉପରେ Continue Reading
Odisha News
କଳାହାଣ୍ଡି ,୨୨/୧୦ : କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ହତ୍ୟା ମାମଲାରେ ଗିରଫ ଡ୍ରାଇଭର ରାଧେ ଚଣ୍ଡି ଘରୁ ବହୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ମିଳିଛି । କେଗାଁ ପୋଲିସ ଦ୍ବାରା ରାଧେ ଘରୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଜବତ କରିଛି ।ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ରାଧେ । ଗୁରୁବାର ରାଧେକୁ ଗିରଫ କରିଥିଲା କେଗାଁ ଥାନା ପୋଲିସ । ମମିତା […]Continue Reading
Seo wordpress plugin by www.seowizard.org.