Home Posts tagged kalahandi district (Page 2)
Odisha News
କୋକସରା,୬/୪: କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଧଅଁରପୁର ପଞ୍ଚାୟତ ଆମ୍ବଗୁଡ଼ା ଗ୍ରାମରେ ଗୁରୁବାର ଅପରାହ୍ନରେ ପଶ୍ଚିମା ଝଡ଼ ପ୍ରଭାବରେ ହଠାତ ଝଡ଼ବର୍ଷା ସହ ବଜ୍ରପାତ ହୋଇଥିଲା।ଏହି ସମୟରେ ଚାଷ ଜମିକୁ କାମ କରିବାକୁ ଯାଇଥିବା ଧଅଁରପୁର ପଞ୍ଚାୟତ ଆମ୍ବଗୁଡ଼ା ଗ୍ରାମର ମହେନ୍ଦ୍ର ଧରୁଆଙ୍କ ପୁଅ ପ୍ରଦୀପ (୨୦)ଙ୍କ ବଜ୍ରପାତରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁନୁ ମାଝିଙ୍କ ପୁଅ ଯୋଗେଶ୍ୱର (୨୪) ଗୁରୁତର ହୋଇଥିଲେ। ତାଙ୍କୁ Continue Reading
Odisha News
କଳାହାଣ୍ଡି,୨୫/୨: ତ୍ରିକୋଣୀୟ ପ୍ରେମ କାହାଣୀରୁ ହତ୍ୟା? ଜଣଙ୍କ ପାଇଁ ୪ ଜଣ ଫସିଲେ। ସେମାନଙ୍କ ଭିତରୁ ୩ ଜଣ କୋର୍ଟ ଚାଲାଣ ହୋଇଥିବା ବେଳେ ଜଣେ ଜଭେନାଇ ଜଷ୍ଟସ୍ ବୋର୍ଡରେ ହାଜର ହୋଇଛନ୍ତି। ହତ୍ୟାକାଣ୍ଡର ୭ ଦିନ ମାମଲାର ପର୍ଦ୍ଦାଫାସ୍ କରିଛି ଜୟପାଟଣା ଥାନା ପୁଲିସ୍।କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ପୋଲକାମୁଣ୍ଡା ଗାଁର ଦିଲ୍ଲୀପ ବାଗ୍ ଓ ମୋହନ ମାଝୀ ଦୁଇ ଜଣ ଭଲ ସାଙ୍ଗ ଥିଲେ। ଉଭୟ ମିଶି ଜଣେ ଯୁବତୀଙ୍କୁ ଲାଇନ୍ ମାରୁଥିଲେ। ଲାଇନ୍ […]Continue Reading
Odisha News
କଳାହାଣ୍ଡି,୨୮/୯: ୫ଟି ବାଇକ, ଗୋଟିଏ ସ୍କୁଟି ଓ ୨ଟି କାର୍ ଜାଳି ଦେଲେ ଦୁର୍ବୃତ୍ତ। ଭବାନିପାଟଣାର ସହରର ଇରିଗେସନ କଲୋନିରେ ଘଟିଛି ଏଭଳି କିଛି ଅଘଟଣ।ଗତ ବିଳମ୍ବିତ ରାତିରେ କଲୋନିର ରୋଶନ ପାଣ୍ଡେ ନାମକ ବ୍ୟକ୍ତିଙ୍କ ପାର୍କିଂରେ ଥିବା ୫ଟି ବାଇକ, ଗୋଟିଏ ସ୍କୁଟି ଓ ୨ଟି କାର ଜାଳି ଦେଇଛନ୍ତି ଦୁର୍ବୃତ୍ତ। ପାର୍କିଂ ରେ ଥିବା ଗାଡି ମାନଙ୍କୁ ନିଆଁ ଲଗାଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି।ଏ ନେଇ ରାତିରେ ଘର ମାଲିକ ଜାଣିବା ପରେ ଅଗ୍ନିଶମ […]Continue Reading
Odisha News
କଳାହାଣ୍ଡି, ୧୭/୯: ବିଦ୍ୟୁତ୍ ଚାର୍ଜିତ ବାରହା ଫାଶ ସଂସ୍ପର୍ଶରେ ଆସି ଜଣେ ନାବାଳକର ମୃତ୍ୟୁ ଘଟିଛି। ନାବାଳକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ଆଉ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଅଘଟଣ ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଓଲାବୁଲା ଗାଁରେ।ମିଳିଥିବା ସୂଚନା ଅନୁଯାୟୀ, ଏକ ପିକଅପ ଭ୍ୟାନରେ ହେଲପର ଭାବେ କାମ କରୁଥିବା ସଂଜୀବ ରଣା(୧୭) ଗତକାଲି ରାତିରେ ଶୌଚ ହେବାକୁ ବାହାରିଥିଲେ। ହେଲେ ସେ ଆଉ ଫେରି ନଥିଲେ। ଏହା ଦେଖି ପିକଅପ ଭ୍ୟାନର ଚାଳକ […]Continue Reading
Odisha News
ଧର୍ମଗଡ ,୫/୮: ପିକଅପ ଭ୍ୟାନ ଓଲଟି ୪୦ରୁ ଉର୍ଦ୍ଧ୍ୱ ଶ୍ରମିକ ଗୁରୁତର । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପଲାଶପାଣି ଅଞ୍ଚଳରୁ ଧର୍ମଗଡକୁ ୪୦ରୁ ଉର୍ଦ୍ଧ୍ୱ ଶ୍ରମିକ ଧାନ ରୋଇବା ପାଇଁ ଏକ ପିକ୍ଅପ୍ ଭ୍ୟାନ୍ରେ ଆସୁଥିଲେ ।ଧର୍ମଗଡ-ନବରଙ୍ଗପୁର ବିଜୁ ଏକ୍ସପ୍ରେସୱେ ପିପିଲାଠାରେ ଭାରସାମ୍ୟ ହରାଇ ଭ୍ୟାନ ଓଲଟି ପଡିଥିଲା ଫଳରେ ଶ୍ରମିକ ମାନେ ଗୁରୁତର ହୋଇଥିଲେ । ସମସ୍ତ ଗୁରୁତର ଶ୍ରମିକ ଧର୍ମଗଡ ହସ୍ପିଟାଲରେ ଭର୍ତ୍ତି କ୍ଷContinue Reading
Top Stories
By C.B.Singh Bhawanipatna, May 27 : Suspected Maoists on Wednesday night torched at least three vehicles engaged in road construction work at Tala Pipili village in Odisha’s Kalahandi district apparently to reassert their presence in the area.  The torched vehicles included a tractor, an earthmover, and a tipper. A contractor of Bhawanipatna, the district headquarters Continue Reading
Seo wordpress plugin by www.seowizard.org.