Home Posts tagged kalabaisakhi
Odisha News
ଭୁବନେଶ୍ବର,୨୫/୪ : କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ଏବେ ପାଗ ଥଣ୍ଡା ରହିଛି। ସୋମବାର ଦିନ କଟକ, ଯାଜପୁର, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ବୌଦ୍ଧ ଓ କଳାହାଣ୍ଡି ଆଦି ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ବର୍ଷା ହେବା ସହ କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଯାଇଛି।ଏହାଛଡ଼ା ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାର ଅନେକ ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ହୋଇଥିଲା। ଆସନ୍ତା ୨୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ Continue Reading
Odisha News
ଭୁବନେଶ୍ୱର,୧୫/୪: ରାଜ୍ୟର ଅଧିକାଂଶ ସ୍ଥାନ ତତଲା କଡ଼େଇରେ ଆଉଟୁପାଉଟୁ ହେଉଛି । ଗୁରୁବାର ସୋନପୁରରେ ଅସମ୍ଭାଳ ତାତି ହୋଇଥିଲା । ଏହା ଦେଶର ସବୁଠୁ ତତଲା ସହର ପାଲଟିଛି । ଏଠାରେ ସର୍ବାଧିକ ୪୪.୨ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି।ରାଜ୍ୟର ୧୭ଟି ସହର ବା ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ତାଲିକାରେ ସୋନପୁର ପଛକୁ ରହିଛି ବଲାଙ୍ଗୀର ।ଏଠାରେ ତାପମାତ୍ରା ୪୨.୮ଡିଗ୍ରୀ ରହିଛି । ବାରିପଦାରେ Continue Reading
Seo wordpress plugin by www.seowizard.org.