Home Posts tagged Justice Jaswant Singh
Odisha News
ଭୁବବେଶ୍ୱର,୩୦/୯: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଯଶୱନ୍ତ ସିଂହ । ମୁଖ୍ୟ ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଜଷ୍ଟିସ ସିଂହ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଥିବାବେଳେ ଏବେ ହାଇକୋଟ ମୁଖ୍ୟ ବିଚାରପତି ପଦରେ ଆସୀନ ହୋଇଛନ୍ତି।ଜଷ୍ଟିସ ଯଶୱନ୍ତ ସିଂହ ୧୯୬୧ ମସିହା ଫେବ୍ରୁଆରୀ ୨୩ରେ ରୋହତକରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୦ରେ ସ୍ନାତକ ପଢ଼ା ସାରି ମହର୍ଷି ଦୟାନନ୍ଦ Continue Reading
Seo wordpress plugin by www.seowizard.org.