ଜୟପୁର, ୧୫/୭: ୪୮ ଘଣ୍ଟା ପରେ ଅପହୃତ ମିଲ୍ ମାଲିକ ରମେଶ ପାତ୍ରଙ୍କୁ ଉଦ୍ଧାର କରିଛି କୋରାପୁଟ ପୁଲିସ। ଗତକାଲି ରାତି ୧ଟା ସମୟରେ ଅପହରଣକାରୀଙ୍କ କବଳରୁ ମୁକୁଳିଛନ୍ତି ଏ.ରମେଶ ପାତ୍ର। ଏନେଇ କୋରାପୁଟ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ଜୟପୁରରେ ଏକ ରାଇସ୍ ମିଲର ମାଲିକ ରମେଶ ପାତ୍ରଙ୍କୁ ଅପହରଣ କରାଯାଇଥିଲା। ଏନେଇ ରମେଶଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ମୁତାବକ ରମେଶ ଘରକୁ ଫେରିବା ବେଳେ Continue Reading
ଜୟପୁର,୧୪/୬ : ରାଜସ୍ଥାନର ଜୟପୁର-ଆଜମେର ଜାତୀୟ ରାଜପଥରେ ଥିବା ଗୋଟିଏ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ ମାରପିଟ କରିଛନ୍ତି ଜଣେ ଆଇଏସ ଓ ଜଣେ ଆଇପିଏସ ଅଫିସର। ଘଟଣାର ଭିଡିଓ ଭାଇରାଲ ହେବାପରେ ଏହି ଦୁଇ ବରିଷ୍ଠ ଅଧିକାରୀଙ୍କ ସହ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି।ରବିବାର ରାତିରେ ପୂରା ଘଟଣା ଘଟିଥିଲା। ରେଷ୍ଟୁରାଣ୍ଟରେ ଲାଗିଥିବା ସିସିଟିଭିରେ ସବୁ କିଛି ରେକର୍ଡ ହୋଇଛି। ଭିଡିଓ ଅନୁସାରେ ଦୁଇ ପକ୍ଷରୁ ଲୋକ ପରସ୍ପରକୁ ଠେଲାପେଲା କରୁଥିବା ବେଳେ ଟେକା ପଥର Continue Reading
ଜୟପୁର,୯/୫: ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଓ ଜିଲ୍ଲାଭିତ୍ତିକ ନିଯୁକ୍ତି ଆଦି ୫ଦଫା ଦାବିକୁ ନେଇ ଆଜି ୯ ତାରିଖ ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଜିଲ୍ଲାର ସୁଙ୍କି, ଚାନ୍ଦିଲି, କୋଟପାଡ, ବୋରିଗୁମ୍ମା, ଜୟପୁର, କୋରାପୁଟ, ଲମତାପୁଟ, ପଟ୍ଟାଙ୍ଗି ସହ ସବୁ ବ୍ଲକ ସଦର ମହକୁମା, ପୌରପାଳିକା ଓ ଏଏନସିରେ ସମ୍ପୂର୍ଣ୍ଣ ରୁପେ ବନ୍ଦ କରାଯାଇଥିବାର ଖବର ମିଳିଛି।ଏହି ବନ୍ଦର Continue Reading
ଜୟପୁର,୩/୨: ବିକ୍ରମ ଦେବ କଲେଜର ୭୫ ବର୍ଷ ପୂର୍ତ୍ତି ଅବସରରେ ଜୟପୁରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉତ୍ସବରେ ଯୋଗ ଦେଇ ନିଜର ଅବିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ମଞ୍ଚରେ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ଯେ ‘ଆଜି ବିକ୍ରମ ଦେବ କଲେଜ ବିଶ୍ବବିଦ୍ୟାଳୟ ହେଲା। ଆପଣମାନେ ଖୁସି ତ? ମୁଁ ବି ବହୁତ ଖୁସି।’ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ନବୀନ ଉପସ୍ଥିତ Continue Reading
ଭୁବନେଶ୍ବର,୨/୨: ଜୟପୁରର ପ୍ରସିଦ୍ଧ ଉଚ୍ଚଶିକ୍ଷାନୁଷ୍ଠାନ ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀମାନଙ୍କର ବହୁ ବିକ୍ରମ ଦେବ ମହାବିଦ୍ୟାଳୟ ଅବିଭକ୍ତ କୋରାପୁଟ ଜିଲ୍ଲାର ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସିଛି ।ଚଳିତ ବର୍ଷ ଏହି ମହାବିଦ୍ୟାଳୟ ତାର ୭୫ Continue Reading
ଜୟପୁର,୨/୧: କୋରାପୁଟ ଜିଲ୍ଲା ଜୟପୁର ରାଜପରିବାରର ମହାରାଣୀ ରମା କୁମାରୀ ଦେବୀଙ୍କର ଗତକାଲି ବିଳମ୍ବିତ ରାତ୍ରିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ଦୀର୍ଘ ବର୍ଷ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପରେ ମୋତି ମହଲରେ ତାଙ୍କର ପରଲୋକ ହୋଇଛି। ମହାରାଣୀ ରମା କୁମାରୀଙ୍କ ମୃତଦେହ ନିକଟରେ ତାଙ୍କ ସାନ ବୋହୂ ସାରିକା ଦେବୀ ଓ ନାତି ଚନ୍ଦ୍ରଚୂଡ଼ ଉପସ୍ଥିତ ଅଛନ୍ତି। ଆଉଜଣେ ବୋହୂ ବିଶାଖାପାଟଣାରୁ ଆସୁଥିବାର ସୂଚନା ମିଳିଛି। ସେ Continue Reading
ଜୟପୁର,୨୩/୮: ଅତ୍ୟଧିକ ଋଣଭାର ସହିନପାରି ଆଜି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣକ ହେଲେ କୋରାପୁଟ ଜିଲ୍ଲା ବିସିଂପୁର ଥାନା ଅନ୍ତର୍ଗତ ନକୁଳଗୁଡ଼ା ଗାଁର ଚାଷୀ ଡୁମର ହରିଜନ।ସୂଚନା ଅନୁସାରେ ଡୁମର ହରିଜନ ଚଳିତ ବର୍ଷ ଖରିଫ ଚାଷ ପାଇଁ ଟଙ୍କା ପ୍ରାୟ ୭୦ ହଜାର ଟଙ୍କା ଋଣ କରିଥିଲେ। କିନ୍ତୁ ଲଗାଣ ବର୍ଷା ଯୋଗୁଁ ଫସଲ ଭଲ ହୋଇପାରି ନଥିଲା। ଫଳରେ ଡୁମର ଫସଲ ନଷ୍ଟ ହୋଇଯାଇଥିବାରୁ ମାନସିକ ଚିନ୍ତାରେ […]Continue Reading
ଜୟପୁର, ୮/୮: ସକାଳୁ ସକାଳୁ ମନ୍ଦିରରେ ଘଟିଛି ଅଘଟଣ। ରାଜସ୍ଥାନର ସିକାର ଜିଲ୍ଲାରେ ଥିବା ଖାଟୁ ଶ୍ୟାମଜୀ ମନ୍ଦିରରେ ଦଳ ଚକାଟା ହେବାରୁ ୩ ଜଣ ମହିଳା ଶ୍ରଦ୍ଧାଳୁଙ୍କ ଜୀବନ ଯାଇଛି।ସେହିପରି ଆଉ ୨ ଜଣ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଜୟପୁରରେ ଥିବା ଗୋଟିଏ ହସ୍ପିଟାଲକୁ ପଠାଯାଇଛି।ମିଳିଥିବା ସୂଚନା ଅନୁସାରେ, ଖାଟୁ ଶ୍ୟାମଜୀ ମନ୍ଦିରର ବାବା ଶ୍ୟାମଙ୍କ ମାସିକ ମେଳା ପାଇଁ ଆଜି ଭୋର ସମୟରୁ ପ୍ରବଳ ଭିଡ଼ ଜମିଥିଲା।ଭୋର ୫ଟାରେ […]Continue Reading