Home Posts tagged jashipur
Odisha News
ଯଶିପୁର,୨୭/୧୨: ଭାରତବର୍ଷର ଅନ୍ୟତମ ଜୈବ ମଣ୍ଡଳ ଓ ପର୍ଯ୍ୟଟନସ୍ଥଳୀ ଶିମିଳିପାଳରେ ବିଗତ ୩୧ ଦିନ ଧରି ଚାଲିଥିବା ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ଆଜି ପର‌୍ୟ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ। ପ୍ରଶାସନିକ ସ୍ତରରେ ଆଲୋଚନା ପରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିଥିବା ଜଣାପଡିଛି।ବରେହିପାଣି ଠାରେ ଗତକାଲି ବିଶାଳ ସମାଧାନ ସଭାରେ ଏ ବାବଦରେ ବିଧିବଦ୍ଧ ଭାବେ ଘୋଷଣା କରାଯିବା ପରେ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ, ପ୍ରଶାସନିକ Continue Reading
Odisha News
ଯଶୀପୁର,୨୫/୮: ବାଇପାସ୍ ରାସ୍ତା କାମ ସମ୍ପୂର୍ଣ୍ଣ କରିବା ଓ ମୁଖ୍ୟ ରାସ୍ତାର ମରାମତି ଦାବିରେ ବିଜେପି ପକ୍ଷରୁ ୬ ଘଣ୍ଟିଆ ଯଶୀପୁର ବନ୍ଦ ପାଳନ କରାଯାଉଛି। ଆଜି ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବନ୍ଦ ପାଳନ କରାଯାଉଛି।ମୟୂରଭଞ୍ଜ ଜିଲ୍ଲା ଯଶିପୁରରେ ଦୋକାନବଜାର ବନ୍ଦ ରହିଛି। ଖାଲି ସେତିକି ନୁହେଁ, ଯଶୀପୁର ବାଟଦେଇ କୌଣସି ଯାନବାହନ ଚଳାଚଳ କରୁନାହିଁ। ଏହାଫଳରେ ମୁଖ୍ୟ ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହିଛି।ବରିଷ୍ଠ ବିଜେପି ନେତା ଗଣେଶ ରାମ ସିଂ […]Continue Reading
Odisha News
କରଞ୍ଜିଆ,୧୪/୪: ୮ ଦିନ ଧରି କଠୋରୀରେ ହାତ ଗୋଡ଼ବାନ୍ଧି ଭିନ୍ନକ୍ଷମ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କଲେ। କ୍ଷୁଧା ମେଣ୍ଟିବା ପରେ ବାଡ଼ିଆପିଟା କରି ଛାଡ଼ି ଦେଲେ।ଏପରି ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅଞ୍ଚଳରେ। ପୁଲିସ ନାବାଳିକାର ବୟାନ ରେକର୍ଡ କରି ଘଟଣାର ତଦନ୍ତ କରୁଛି। ଏବେ ସୁଦ୍ଧା ପୁଲିସ ଅଭିଯୁକ୍ତକୁ ଗିରଫ କରି ନାହିଁ। ନାବାଳିକା ଜଣଙ୍କ ଦଶମ ଶ୍ରେଣୀରେ ପଢ଼ୁଛନ୍ତି।ଅଭିଯୋଗ ଅନୁସାରେ, ଗତ ୩୦ ତାରିଖରେ ନାବାଳିକା ଜଣଙ୍କ Continue Reading
Seo wordpress plugin by www.seowizard.org.