Home Posts tagged jaleswar bdo
Odisha News
ଜଳେଶ୍ୱର, ୧୮/୬: କୋଟିପତି ବିଡିଓ ଅଶ୍ୱିନୀ ଦାସଙ୍କୁ ଘାଣ୍ଟୁଛି ଭିଜିଲାନ୍ସ। ବର୍ତ୍ତମାନ ସୁଦ୍ଧା ତାଙ୍କଠାରୁ ୨୪ଟି ପ୍ଲଟ, ଦୁଇ ବଡ଼ ଅଟ୍ଟାଳିକା ଓ ଇଟା ଫେକ୍ଟ୍ରୀ ଠାବ କରିଛି। ଏବେ ମଧ୍ୟ ଭିଜିଲାନ୍ସ ଚଢ଼ଉ ଜାରି ରଖିଛି।ଭିଜିଲାନ୍ସ ଜାରି କରିଥିବା ପ୍ରେସ୍‌ରିଲିଜ ଅନୁସାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡିଓ ଅଶ୍ୱିନୀ ଦାସଙ୍କର କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ରହିଛି ୨୪ଟି ପ୍ଲଟ୍‌। ସେହିପରି କଟକ ୪୨ ମୌଜା କଳାପଡ଼ାରେ ଗୋଟିଏ ତିନି ମହଲା ବିଶିଷ୍ଟ କୋଠା Continue Reading
Seo wordpress plugin by www.seowizard.org.