Home Posts tagged Jajpur (Page 11)
Top Stories
BY AKSHYA ROUT JAJPUR, MAY 10 :  Minister and Sukinda MLA Pritiranjan Ghadei  filed his nomination from Sukinda assembly seat In Jajpur District on Friday . Pritiranjan visited the Lord Siva temple and sought divine blessings before filing his nomination.  Ghadei  took out an elaborate roadshow ahead of his nomination, with people holding banners and Continue Reading
Odisha News
ବ୍ୟାସନଗର/ଦାନଗଦି, ୫/୫: ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଧୂଳିଗଡ ପଞ୍ଚାୟତ ବେଙ୍ଗପାଟିଆ ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବିଦ୍ୟୁତ୍ ଆଘାତରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଥିବ ଜଣାଯାଇଛି। ମୃତକ ହେଲେ ବାପା ଗଣେଶ ମଣ୍ଡଳ(୬୬) ଓ ପୁଅ ଆଶୁତୋଷ ମଣ୍ଡଳ(୩୨)। ଗୁରୁତର ହେଲେ ତୁଳସୀ ମଣ୍ଡଳ (୬୪)।ସୂଚନା ଅନୁଯାୟୀ, ପ୍ରତିଦିନ ଭଳି ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଗଣେଶ ମଣ୍ଡଳ, ତୁଳସୀ ଓ […]Continue Reading
Odisha News
ଭୁବନେଶ୍ବର,୩/୫: ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ରାଜନୀତି ଓ ପ୍ରଚାର ସରଗରମ ହେଉଛି। ଯାଜପୁର ଜିଲ୍ଲା କୋରେଇ ବିଧାନସଭା ଆସନ ପାଇଁ ମଧ୍ୟ ପ୍ରଚାର ଜମୁଛି।ଏହି ଆସନରେ ବିଜେଡି ପ୍ରଣବ ପ୍ରକାଶ ଦାସଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ଆକାଶ ଦାସ ନାୟକଙ୍କୁ ବିଜେପି ପ୍ରାର୍ଥୀ କରିଛି। କଂଗ୍ରେସ ଟିକେଟ୍ରେ ବନ୍ଦିତା ପରିଡ଼ା ପ୍ରାର୍ଥୀ ହୋଇଛନ୍ତି। ତେବେ ଆକାଶ ଦାସଙ୍କ ପାଇଁ ପ୍ରଚାର ମୈଦାନକୁ Continue Reading
Odisha News
ବରୀ, ୩/୫: ଯାଜପୁର ଜିଲ୍ଲା ବରୀରୁ ନିର୍ବାଚନ ଲଢ଼ିବେ ଦେବାଶିଷ ନାୟକ। ବିଜେପି ଛାଡ଼ି ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ବିଜେପିରୁ ଟିକେଟ୍ ନମିଳିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଦେବାଶିଷ। ଗତକାଲି ବରୀରୁ ଉମେଶ ଜେନାଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି। ବିଜେପି ଟିକେଟରେ ନିର୍ବାଚନ ଲଢ଼ିବା ନେଇ କିଛି ଦିନ ତଳେ ବିଜେଡ଼ି ଛାଡ଼ିଥିଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ।ଏବେ ଟିକେଟ ନ ମିଳିବା ପରେ ସାମାଜିକ ଗଣମାଧ୍ୟମରେ Continue Reading