Home Posts tagged IT RAID
Odisha News
ସୁନ୍ଦରଗଡ଼, ୧୯/୧: ଆୟକର ଠକେଇ ଅଭିଯୋଗରେ ଜଣାଶୁଣା କୋଇଲା ବ୍ୟବସାୟୀ ଶିଳ୍ପପତି ଘନଶ୍ୟାମ ଡାଲମିଆ ଓରଫ ବଣ୍ଟି ଡାଲମିଆଙ୍କ ୧୦ଟି ଠିକଣାରେ କେନ୍ଦ୍ରୀୟ ଆୟକର ବିଭାଗ ଚଢ଼ାଉ ଜାରି ରଖିଛି।ଆଜି ଦ୍ବିତୀୟ ଦିନରେ ବି ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ଶହେରୁ ଅଧିକ ଅଧିକାରୀ ଯାଞ୍ଚ ଚଳାଇଥିବାବେଳେ ଟିମ୍ ହାତରେ ବହୁ ମୂଲ୍ୟବାନ ଦସ୍ତାବିଜ ଓ ନଗଦ ଟଙ୍କା ଲାଗିଥିବା କୁହାଯାଉଛି। ଆୟକର ବିଭାଗର ଏହା ବଡ଼ ଧରଣର ଚଢ଼ାଉ ହୋଇଥିବାବେଳେ ବଣ୍ଟିଙ୍କ ବିପୁଳ ଆୟକର Continue Reading
Odisha News
ବେଙ୍ଗାଲୁରୁ,୧୬/୧୦ : କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ସୋମବାର କହିଛି ଯେ ଆୟକର ବିଭାଗ କର୍ଣ୍ଣାଟକ ଏବଂ ଅନ୍ୟ କେତେକ ରାଜ୍ୟରେ ସରକାରୀ କାମ କରୁଥିବା କେତେକ ଠିକାଦାର ଏବଂ ରିଅଲ ଇଷ୍ଟେଟ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରି ନଗଦ ୯୪ କୋଟି ଟଙ୍କା, ୮ କୋଟି ଟଙ୍କାର ସୁନା ଏବଂ ହୀରା ଅଳଙ୍କାର ଏବଂ ବିଦେଶରେ ତିଆରି ହୋଇଥିବା ୩୦ଟି ଦାମୀ ଘଡ଼ି ଜବତ କରିଛି। ଅକ୍ଟୋବର ୧୨ତାରିଖରେ ବେଙ୍ଗାଲୁରୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ […]Continue Reading
Seo wordpress plugin by www.seowizard.org.