Home Posts tagged Islamabad
Odisha News
ଇସଲାମାବାଦ,୧୦/୧: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ମହଙ୍ଗା ମାଡ଼ରେ ଲୋକମାନେ ଆଉଟ ପାଉଟ ହେଉଛନ୍ତି। ଦୈନନ୍ଦିନ ବ୍ୟବହାର ହେଉଥିବା ଜିନିଷର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ଦର ବୃଦ୍ଧି ଯୋଗୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।୨୦୨୨ରେ ପାକିସ୍ତାନ ଭୟଙ୍କର ବନ୍ୟାର ସମ୍ମୁଖୀନ ହୋଇଥିଲା। ଏହି ପ୍ରାକୃତିକ ବିପର‌୍ୟ୍ୟୟରୁ ଦେଶ ମୁକୁଳିବାକୁ ଚେଷ୍ଟା କରୁଥିବା ବେଳେ ଏବେ Continue Reading
Seo wordpress plugin by www.seowizard.org.