Home Posts tagged INS Vikramaditya
Odisha News
ଭୁବନେଶ୍‌ବର,୨/୯:ଶୁକ୍ରବାର ଦିନ ଭାରତୀୟ ନୌସେନାକୁ ମିଳିଛି ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନ୍ଏସ୍ ବିକ୍ରାନ୍ତ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ବିକ୍ରାନ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରିଛନ୍ତି।ଭାରତରେ ନିର୍ମିତ ପ୍ରଥମ ଲଢୁଆ ବିମାନବାହୀ ଯୁଦ୍ଧପୋତ ଆଇଏନ୍ଏସ୍ ବିକ୍ରାନ୍ତ ନୌସେନାରେ ସାମିଲ ହୋଇ ଅଧିକ ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା।ଏୟାର କ୍ରାଫ୍ଟ କ୍ୟାରିୟରର ମୁଖ୍ୟ କାମ ହେଲା ଲଢ଼ାକୁ Continue Reading
Seo wordpress plugin by www.seowizard.org.