Home Posts tagged Inion Finance Minister Nirmala Sitharaman
Odisha News
ଭୁବନେଶ୍ୱର, ୨ ।୨: ୨୦୨୩-୨୪ କେନ୍ଦ୍ର ବଜେଟ୍‌ରେ ମହିଳାଙ୍କ ପାଇଁ ରହିଛି ସ୍ୱତନ୍ତ୍ର ପ୍ୟାକେଜ୍ । କେନ୍ଦ୍ର ସରକାର ମହିଳାଙ୍କୁ ସ୍ୱତନ୍ତ୍ର ପ୍ରାଧାନ୍ୟ ଦେଇଛନ୍ତି । ମହିଳା ସଶକ୍ତି କରଣ ପାଇଁ ସ୍ୱତନ୍ତ୍ର ଯୋଜନା କରିଛନ୍ତି କେନ୍ର ସରକାର । ମହିଳାଙ୍କୁ ସମୃଦ୍ଧ କରିବାକୁ ‘ମହିଳା ସମ୍ମାନ ପତ୍ର’ ଆରମ୍ଭ କରିଯିବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଯେଉଁଥିରେ ମହିଳାମାଦେ ୨ଲକ୍ଷ ଟଙ୍କା ସୁଦ୍ଧ ପାଇ ପାରିବେ ।ମହିଳାମାନ Continue Reading
Seo wordpress plugin by www.seowizard.org.