Home Posts tagged hotel nimatran scam
Odisha News
ଭୁବନେଶ୍ୱର, ୨୧/୭: ଭୁବନେଶ୍ୱର ସହିଦନଗରସ୍ଥିତ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟକୁ ଲୁଟି ଖୋଳ କରିଦେଲେ ଏହାର କର୍ମଚାରୀ। ପ୍ରାୟ ୬ ମାସରୁ ଊର୍ଦ୍ଧ୍ୱ ସମୟରେ ଏହି ରେଷ୍ଟୁରାଣ୍ଟର ପ୍ରାୟ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚଳୁ କରିଦେଲେ ଏହାର ମ୍ୟାନେଜର ।ଯାହା ହାତରେ ଥିଲା ଚାବିକାଠି, ସିଏ ହିଁ ଖାଲି କରୁଥିଲା ଭଣ୍ଡାର। ଅଡିଟ ବେଳେ ଏହା ଜଣାପଡ଼ିଥିବା ବେଳେ ଶେଷରେ OTDC ମ୍ୟାନେଜର ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନୀଲ ଘଡ଼େଇଙ୍କୁ ଗିରଫ କରିଛି Continue Reading
Seo wordpress plugin by www.seowizard.org.