ଉତ୍ତରାଖଣ୍ଡ,୧୦/୪: ଜେଲରେ ବନ୍ଦୀ ଜୀବନ ବିତାଉଥିବା ୪୪ ଜଣ ଲୋକ ମାରାତ୍ମକ ଏଚଆଇଭି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମହିଳା କଏଦୀ ମଧ୍ୟ ରହିଛନ୍ତି। ଉତ୍ତରାଖଣ୍ଡର ହଲଦୱାନି ଜେଲରୁ ଏପରି ଖବର ସାମ୍ନାକୁ ଆସିଛି।ଶୁଶିଲା ତିୱାରି ହସ୍ପିଟାଲର ଏଆରଟି ସେଣ୍ଟର ଇନଚାର୍ଜ ଡାକ୍ତର ପରମଜିତ ସିଂହ ଏହି ଖବରକୁ ନିଶ୍ଚିତ କରିଛନ୍ତି। ଜେଲ ଭିତରୁ ଏତେ ସଂଖ୍ୟକ ଏଚଆଇଭି ପଜିଟିଭ କଏଦୀ ବାହାରିବା ପରେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ି ଯାଇଛି। କେଉଁ Continue Reading