Home Posts tagged heavy rains in twin city
Odisha News
ଭୁବନେଶ୍ବର,୨୦/୩: ଆଜି ଭୋର ସମୟରେ ଦ୍ବୈତ ନଗରୀରେ ବିଜୁଳି, ଘଡ଼ଘଡ଼ି ସହ ସହ ପ୍ରବଳ ବର୍ଷା ହୋଇଛି। ଏହାଛଡ଼ା କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ସମେତ କେତେକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁରୂପ ବର୍ଷା ହୋଇଥିବାର ଖବର ମିଳିଛି।କଟକରେ ବର୍ଷା ଓ ଝଡ଼ର ପ୍ରଭାବରେ କେତେକ ସ୍ଥାନରେ ଗଛ ଓ ହୋର୍ଡିଂ ଭାଙ୍ଗିଯାଇଥିବା ପରିଲକ୍ଷିତ ହୋଇଛି। ଏହି କାରଣରୁ ପ୍ରାୟ ଘଣ୍ଟାଏ କାଳ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା।ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ Continue Reading
Seo wordpress plugin by www.seowizard.org.