
ଭୁବନେଶ୍ୱର,୨୦/୪: କାଳବୈଶାଖୀ ନେଇ ଏକ ବଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆହୁରି ୨୪ ଘଣ୍ଟା Heavy rain in Odisha କାଳବୈଶାଖୀ ହେବା ନେଇ ସତର୍କ କରାଇଛି ବିଭାଗ। ତେବେ ଆଜି ରାଜ୍ୟର ବିଭିନ୍ନ ଜିଲାକୁ ଝଡ଼ ପବନ କୁଆପଥର ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।Heavy rain in Odisha: କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର , ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ ପ୍ରବଳ ବର୍ଷା ସହ […]Continue Reading