Home Posts tagged Heat Wave
Odisha News
ଭୁବନେଶ୍ୱର,୨୬/୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।ଆସନ୍ତା ୩୦ ତାରିଖ ଯାଏଁ ରାଜ୍ୟ ବିଭିନ୍ନ ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ପାଇଁ ୮ଟି ଜିଲାକୁ ରେଡ ୱାର୍ଣ୍ଣିଂ, ୧୭ଟି ଜିଲାକୁ ଅରେଞ୍ଜ […]Continue Reading
Odisha News
ଭୁବନେଶ୍ବର,୨୬/୪: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ବାହାରକୁ ବାହାରିବା ସହଜ ହେଉନାହିଁ। ଟାଣ ଖରା ଯୋଗୁଁ ଲୋକେ ଜରୁରୀ କାମ ନଥିଲେ ବାହାରକୁ ଯାଉନାହାନ୍ତି। ମଧ୍ୟାହ୍ନ ସମୟରେ ସହରାଞ୍ଚଳର ରାସ୍ତାଗୁଡ଼ିକ ଖାଲିଖାଲି ଲାଗୁଛି। ରାସ୍ତାକଡ଼ରେ ଥିବା ବଡ଼ବଡ଼ ଗଛ ତଳେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ମଙ୍ଗଳବାର ଦିନ ବୌଦ୍ଧରେ ୪୪.୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ Continue Reading
Seo wordpress plugin by www.seowizard.org.