Home Posts tagged heaith tips
Odisha News
ନୂଆଦିଲ୍ଲୀ ୨୧/୮: ଆମେ ସାଧାରଣତଃ ଲାଲ୍ ଆପଲ୍ ଖାଇଥାଆନ୍ତି ଏବଂ ଏହାର ଉପକାରିତା ବିଷୟରେ ଜାଣନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ସବୁଜ ଆପଲ୍ ମଧ୍ୟ ବହୁତ ଲାଭଦାୟକ। କ୍ୟାଲସିୟମ୍, ପ୍ରୋଟିନ୍, ମ୍ୟାଗ୍ନେସିୟମ୍, ଫସଫରସ୍, ପୋଟାସିୟମ୍, କପର୍, ଆଇରନ୍, ଜିଙ୍କ୍, ଭିଟାମିନ୍-ଏ ଏବଂ ଭିଟାମିନ୍-କେ ପରି ଅନେକ ପୋଷକ ତତ୍ତ୍ୱ ସବୁଜ ଆପଲରେ ମିଳିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।ସବୁଜ ଆପଲ୍ ଖାଇବା ଦ୍ୱାରା ଦୁର୍ବଳ ହାଡ ସମସ୍ୟାରୁ Continue Reading
Seo wordpress plugin by www.seowizard.org.