Home Posts tagged hati mruta at kuladiha
Odisha News
ନୀଳଗିରି,୨୪/୩ : ଦନ୍ତା ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରୀ। ଏଭଳି ଅଭିଯୋଗ ଆସିଛି କୁଳଡିହା ଅଭୟାରଣ୍ୟରୁ। କୁଳଡିହାର କଳମଚତୁରୀ ଜଙ୍ଗଲରୁ ଏକ ହାତୀର ମୃତଦେହ ଠାବ ହୋଇଛି।ହାତୀର ମୃତଦେହ କଳମଚତୁରୀ ଜଙ୍ଗଲରେ ପଡ଼ିଥିବା ବନ ବିଭାଗ କର୍ମଚାରୀ ଗତକାଲି ପାଟ୍ରୋଲିଂ କରୁଥିବା ସମୟରେ ଦେଖିଥିଲେ। ହାତୀଟିକୁ ଶିକାର କରାଯାଇ ତାର ଦାନ୍ତକୁ କାଟି ନେଇଯାଇଥିବା ଜଣାପଡ଼ିଥିଲା।ଏନେଇ ଡିଏଫ୍ଓ ଖୁସୱନ୍ତ ସିଂ କହିଛନ୍ତି, କୁଳଡିହାର କଳମଚତୁରୀ ଜଙ୍ଗଲରୁ ଏକ ହାତୀର Continue Reading
Seo wordpress plugin by www.seowizard.org.