Home Posts tagged hardik patel
Odisha News
ଭୁବନେଶ୍ୱର,୩୧/୫:କଂଗ୍ରେସ ଛାଡିବା ପରେ ଖୁବ୍ ଶୀଘ୍ର ବିଜେପିରେ ସାମିଲ ହେବେ ହାର୍ଦ୍ଦିକ ପଟେଲ । ଜୁନ୍ ୨ରେ ସେ ବିଜେପିରେ ଯୋଗଦେବେ ବୋଲି ବିଜେପି ସୂତ୍ରରୁ ଏହି ସୂଚନା ମିଳିଛି। ହେଲେ ଏହା ପୂର୍ବରୁ ନିକଟରେ ହାର୍ଦ୍ଦିକ କହିଥିଲେ ଯେ, ବର୍ତ୍ତମାନ ମୁଁ ବିଜେପିରେ ନାହିଁ। ଯଦି ଏପରି କିଛି ହୁଏ, ତା’ହେଲେ ଆପଣଙ୍କୁ ଜଣାଇବି।ଗୁଜୁରାଟ୍ ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ ପଟେଲ୍ କଂଗ୍ରେସ ଛାଡ଼ିଥିଲେ। କଂଗ୍ରେସ ଛାଡ଼ିବା ପରେ ବିଜେପିରେ ମିଶିବା ନେଇ ଜାତୀୟ Continue Reading
Seo wordpress plugin by www.seowizard.org.