Home Posts tagged hand sanitiser
Odisha News
ନୂଆଦିଲ୍ଲୀ,୯/୧୧: ସାନିଟାଇଜର ବ୍ୟବହାର କରୁଥିଲେ ସାବଧାନ ହୋଇଯାଆନ୍ତୁ । ନହେଲେ କ୍ୟନ୍ସସର ଭଳି ଦୋରା ରୋଗ୍ୟର ଶୀକାର ହେରାଇପାରନ୍ତି । ଡ୍ରାଇ ସାମ୍ପୁ ପରେ ଏବେ ହ୍ୟାଣ୍ଡ୍ ସାନିଟାଇଜରରେ ମଧ୍ୟ କ୍ୟାନ୍ସର ସୃଷ୍ଟି କରୁଥିବା ବିପଦପୂର୍ଣ୍ଣ କେମିକାଲ ମିଳିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକାରେ ପ୍ରାୟ ୨୦ ରୁ ଅଧିକ ହ୍ୟାଣ୍ଡ୍ ସାନିଟାଇଜର ବ୍ରାଣ୍ଡ୍ଙ୍କୁ ବଜାରରୁ ଫେରାଇ ନିଆଯାଇଛି ତଥା ପ୍ରତିବନ୍ଧକ ଲଗାଯାଇଛି। ଚୀନ, ଦକ୍ଷିଣ କୋରିଆ ଏବଂ ଆମେରିକାରେ Continue Reading
Seo wordpress plugin by www.seowizard.org.