Home Posts tagged H3N2 INFLUENZA
Odisha News
ଭୁବନେଶ୍ୱର,୧୬/୩: ରାଜ୍ୟରେ ଏଚ୍୩ଏନ୍୨ ସଂକ୍ରମିତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ସଂକ୍ରମିତଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇସାରିଲେଣି। ଏଚ୍୩ଏନ୍୨ ସଂକ୍ରମିତଙ୍କଠାରେ କରୋନା ଭଳି ଲକ୍ଷଣ ଦେଖା ଦେଉଥିଲେ ବି ଏହାକୁ ନେଇ ଚିନ୍ତା କରିବା ଆବଶ୍ୟକତା ନାହିଁ ବୋଲି ଆର୍ଏମ୍ଆର୍ସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି।ସ୍କୁଲ ପିଲାଙ୍କ ମଧ୍ୟରେ ଏହା ଅଧିକ ବ୍ୟାପୁଥିବାରୁ ବାହାର ରାଜ୍ୟରେ ସ୍କୁଲ ବନ୍ଦ ଭଳି ସ୍ଥିତି ଉପୁଜିଛି। ହେଲେ ଆମ ରାଜ୍ୟ Continue Reading
Odisha News
ଭୁବନେଶ୍ବର,୧୧/୩: ଓଡ଼ିଶାରେ ୫୯ଟି ଏଚ୍୩ଏନ୍୨ ଭୂତାଣୁ ଚିହ୍ନଟ ହୋଇଛି। ଗତ ଜାନୁଆରି ଓ ଫେବ୍ରୁଆରି ମାସରେ ୨୨୫ଟି ନମୁନା ସଂଗୃହୀତ ହୋଇଥିଲା। ପରୀକ୍ଷା ପରେ ଏଥିରୁ ୫୯ଟି ଏଚ୍୩ଏନ୍୨ ଭୂତାଣୁ ଚିହ୍ନଟ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମ୍ଆରସି) ନିର୍ଦ୍ଦେଶିକା ସଂଘମିତ୍ରା ପତି ଏହି ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ଏଚ୍୩ଏନ୍୨ ଭାଇରସରେ କୋଭିଡ-୧୯ ଭଳି ଲକ୍ଷଣ ଦେଖାଯାଇଥାଏ, ଯାହାକି ସବୁ ବୟସ ବର୍ଗର ଲୋକଙ୍କ ଉପରେ Continue Reading
Odisha News
ନୂଆଦିଲ୍ଲୀ,୧୦/୩ : ମାରାତ୍ମକ ଏଚ୩ଏନ୨ ଭାଇରସ ଯୋଗୁ ସୃଷ୍ଟି ହୋଇଥିବା ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇ ପ୍ରଥମଥର ଭାରତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ହରିଆଣାରେ ଜଣେ ଓ କର୍ଣ୍ଣାଟକାରେ ଜଣଙ୍କର ମୃତ୍ୟୁ ଏଚ୩ଏନ୨ ଭାଇରସ ଯୋଗୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।ସୂଚନା ଅନୁସାରେ, ଦେଶରେ ବର୍ତ୍ତମାନ ଏଚ୩ଏନ୨ ଭାଇରସରେ ପ୍ରାୟ ୯୦ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଏଚ୧ଏନ୧ ଭାଇରସ ମଧ୍ୟ ୮ ଜଣଙ୍କ ଶରୀରରୁ ଠାବ ହୋଇଛି। ବିଗତ କିଛି Continue Reading
Seo wordpress plugin by www.seowizard.org.