Home Posts tagged governor raghubar das dissolved odisha assembly
Odisha News
ଭୁବନେଶ୍ୱର, ୩/୬: ଓଡିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ ଜ୍ଝ ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କିଛି ସମୟ ଆଗରୁ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ରାଜ୍ୟ କ୍ୟାବିନେଟ ବୈଠକ ହୋଇଥିଲା ।ଆସନ୍ତାକାଲି ଭୋଟ ଗଣତି ରହିଛି । ଏହା ପୁବରୁ ଓଡିଶା ବିଧାନସଭା ଭଙ୍ଗ କରାଯାଇଛି । ବାସ୍ତବରେ ଆଜି ଚଳିତ ବିଧାନସଭାର ଶେଷ କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା ।ଏଥିରେ ବିଧାନସଭା ଭଙ୍ଗ ପାଇଁ […]Continue Reading
Seo wordpress plugin by www.seowizard.org.