Home Posts tagged google co founder
Odisha News
ନୂଆଦିଲ୍ଲୀ,୨୫/୭: ଗୁଗଲ କୋ-ଫାଉଣ୍ଡର ପତ୍ନୀଙ୍କ ପ୍ରେମରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ। କୋ-ଫାଉଣ୍ଡର ସର୍ଗେଇ ବ୍ରିନ୍ ତାଙ୍କ ପତ୍ନୀ ନିକୋଲ ଶନହାନଙ୍କ ଠାରୁ ଛାଡପତ୍ର ନେବେ।ଏହି ଛାତପତ୍ର ପାଇଁ କୁଆଡେ ଏଲନ୍ ମସ୍କ ଦାୟୀ। ଏଲନ୍ ମସ୍କଙ୍କ ସହ ପ୍ରେମ ସମ୍ପର୍କ ହେତୁ ଏବେ ଉଭୟ ପତି-ପତ୍ନୀଙ୍କର ଛାଡ଼ପତ୍ର ହେବାକୁ ଯାଉଛି ବୋଲି ଶୁଣିବାକୁ ମିଳୁଛି।ୱଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ୨୦୦୮ ମସିହାରେ ଏଲନ୍ ମସ୍କ ଆର୍ଥିକ ସଙ୍କଟ ଦେଇ ଗତି Continue Reading
Seo wordpress plugin by www.seowizard.org.