Home Posts tagged gas will arrive at home with in 48 hours of placeing order
Odisha News
ଭୁବନେଶ୍ୱର,୧୬/୭: ପେଟ୍ରୋଲ, ଡିଜେଲ ଓ ଏଲପିଜି ଡିଲର୍ ସଂଘ ସହ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଙ୍ଗଳବାର ଏକ ବୈଠକ କରିଛନ୍ତି।ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଗ୍ୟାସ ଅର୍ଡରର ୪୮ ଘଣ୍ଟା ମଧ୍ୟରେ ଘରେ ସିଲିଣ୍ଡର ପହଞ୍ଚିବା ଦରକାର। ଧାର୍ଯ୍ୟ ସମୟ ସୀମାରେ ଖାଉଟିଙ୍କ ପାଖରେ ଗ୍ୟାସ ନ ପହଞ୍ଚିଲେ ବିତରଣକାରୀ ସଂସ୍ଥା ବା ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ପେଟ୍ରୋଲ, ଡିଜେଲ ମାନରେ କୌଣସି ସାଲିସ କରାଯିବନି। ଅପମିଶ୍ରଣ ଯାଞ୍ଚ କରାଯିବ, ହେଉଥିଲେ Continue Reading
Seo wordpress plugin by www.seowizard.org.