Home Posts tagged garadpur
Odisha News
ଗରଦପୁର,୧୨/୮: ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ବଜ୍ରପାତ ହୋଇଛି। ଏଥିରେ ୨୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଗୁରୁତର ୨ ପିଲାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁରସ୍ଥିତ ଆଦର୍ଶ ବିଦ୍ୟାଳୟର ଅସ୍ଥାୟୀ ପରିସରରେ ଶନିବାର ଅପରାହ୍ଣରେ ଏହି ଅଭାବନୀୟ ଅଘଟଣ ଘଟିଛି।ସୂଚନା ଅନୁସାରେ ଗରଦପୁରସ୍ଥିତ ଆଦର୍ଶ Continue Reading
Seo wordpress plugin by www.seowizard.org.