
ନୂଆଦିଲ୍ଲୀ,୬/୭: ଚୀନ୍କୁ ମୁହଁ ତୋଡ ଜବାବ ଦେଲା ଭାରତ । ପ୍ରଥମ ଥର ପାଇଁ ୨୦୨୩ ମସିହାରେ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ କରିବ ଭାରତ । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଶେଷ ବେଳକୁ ଇଣ୍ଡୋନେସିଆ ପରେ ଭାରତ ଜି-୨୦ ଅଧ୍ୟକ୍ଷତା କରିବ ।ଜାମ୍ମୁ କାଶ୍ମୀରରେ ଜି-୨୦ ବୈଠକ ଆୟୋଜନକୁ ଚୀନ ଏବଂ ପାକିସ୍ତାନ ବିରୋଧ କରୁଥିବା ବେଳେ ଏବେ ଲଦଖରେ ମଧ୍ୟ ଏହାର ଆୟୋଜନ କରିବାକୁ ଭାରତ ଯୋଜନା କରୁଛି । ୨୦୧୯ରେ ଧାରା […]Continue Reading