Home Posts tagged fwpl 2024
Odisha News Sports News
ନୂଆଦିଲ୍ଲୀ, ୧୮/୩: ପୁରୁଷ ଯାହା କରିପାରିନାହାନ୍ତି, ମହିଳା ତାହା କରି ଦେଖାଇଛନ୍ତି। ୨୦୦୮ ମସିହାରେ ଗଠିତ ହେବାର ୧୬ବର୍ଷ ପରେ ୨୦୨୪ରେ ପ୍ରଥମ ଟ୍ରଫି ଜିତିଛି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)। ପ୍ରଥମ ଥର ଡବ୍ଲୁପିଏଲ୍ (ମହିଳା ଆଇପିଏଲ୍) ଫାଇନାଲ୍ ଖେଳି ଟ୍ରଫି ଜିତି ନେଇଛି ଆର୍ସିବିର ମହିଳା ଦଳ। ଫଳରେ ପ୍ରଶଂସକଙ୍କ ବହୁଦିନର ସ୍ବପ୍ନ ପୂରଣ ହୋଇଛି। ରବିବାର ବହୁ ପ୍ରତୀକ୍ଷିତ ଫାଇନାଲ୍ ଲଢ଼େଇରେ ଆର୍ସିବି ପ୍ରଥମେ ପ୍ରତିପକ୍ଷ ଦିଲ୍ଲୀ Continue Reading
Seo wordpress plugin by www.seowizard.org.