Home Posts tagged fourth phasess
Odisha News
ଭୁବନେଶ୍ୱର, ୧୮/୪ : ଦିଲ୍ଲୀ ଭଳି କିଛି ରାଜ୍ୟରେ ସଂକ୍ରମଣ ବଢିବା ପରେ ସଜାଗ ହେଲେ ରାଜ୍ୟ ସରକାର ।ରାଜ୍ୟରେ ପଜିଟିଭ୍ ରେଟ୍ କମ୍ ରହିଛି । ତଥାପି ଆଗାମୀ ୪ ର୍ଥ ଲହର ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆମ ରାଜ୍ୟରେ ବହୁତ କମ ପଜେଟିଭ ବାହାରୁଛି । ୭ ରୁ ୮ ଜିଲ୍ଲାକୁ ଛାଡି […]Continue Reading
Seo wordpress plugin by www.seowizard.org.