Home Posts tagged FOUR BUSES CATCHES FIRE AT BISAMKATAK
Odisha News
ରାୟଗଡ଼ା/ବିଷମକଟକ, ୧/୬: ରାୟଗଡା ଜିଲ୍ଲା ବିଷମକଟକ ସଦର ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ବସ୍ଷ୍ଟାଣ୍ଡରେ ଅଘଟଣ ଘଟିଛି। ଆଜି ଅପରାହ୍ଣରେ ଚାରୋଟି ଘରୋଇ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଛି।ସୂଚନା ପାଇଁ ଘଟଣା ସ୍ଥଳରେ ଦୁଇଟି ଦମକଳ ବାହନୀ ପହଁଞ୍ଚି ନିଆଁକୁ ଆୟତ କରିବା କାର‌୍ୟ୍ୟରେ ଲାଗି ପଡ଼ିଛନ୍ତି। ଏହି ଚାରୋଟି ବସ ଗୋଟିଏ ମାଲିକର ହୋଇଥିବା ସୂଚନା ମିଳିଛି। ବସରେ କୌଣସି ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନାହାନ୍ତି। ପ୍ରବଳ ଗରମ ଯୋଗୁଁ ବସରେ ନିଆଁ Continue Reading
Seo wordpress plugin by www.seowizard.org.