Home Posts tagged flood situation in mahanadi
Top Stories
ଭୁବନେଶ୍ୱର,୧୪/୮: ଦୁଇ ଦିନ ତଳେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ମହାନଦୀରେ ଏକ ଛୋଟ ଧରଣର ବନ୍ୟା ଆସିବ ବୋଲି କହିଥିବା ବେଳେ ରବିବାର ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା କହିଛନ୍ତି ମଧ୍ୟମ ଧରଣର ବନ୍ୟା ଆସିବ। ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି।ଏସ୍ଆର୍ସି କହିଛନ୍ତି, ଗତ ଦୁଇ ଦିନ ଧରି ଲଘୁଚାପ ଜନିତ ଯେଉଁ ବର୍ଷା ଲାଗି ରହିଛି, […]Continue Reading
Seo wordpress plugin by www.seowizard.org.