ଜଗତସିଂହପୁର, ୧୭/୮: ଜଗତସିଂହପୁର ଜିଲ୍ଲାରେ ଦେବୀ, ପାଇକା ଓ ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇ ଚାଲିଥିବା ଯୋଗୁଁ ଧୀରେ ଧୀରେ ଅଧିକ ଗାଁ ପ୍ରଭାବିତ ହେବାରେ ଲାଗିଛି ।ଦେବୀ ନଦୀର ମାଛଗାଁ, ଆଳିପିଙ୍ଗଳ ଓ ଦଳେଇ ଘାଇ ନିକଟରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ମହାନଦୀ ଓ ପାଇକା ନଦୀରେ ମଧ୍ୟ ବନ୍ୟାଜଳ ବିଭିନ୍ନ ସ୍ଥାନରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।ଦଳେଇ ଘାଇଠାରେ ବିପଦ ସଂକେତ ୫୭ଫୁଟ ରହିଥିବା ବେଳେ […]Continue Reading