ଭୁବନେଶ୍ୱର, ୧୭/୮: ଜଳାର୍ଣ୍ଣବ ଉପକୂଳବର୍ତ୍ତୀ ଅଞ୍ଚଳ । ବର୍ଷା ଛାଡି ଯାଇଛି ହେଲେ ଛାଡିନି ଲୋକଙ୍କ ସମସ୍ୟା । ମହାନଦୀର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି । ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଡ୍ୟାମର ବାମ ପାର୍ଶ୍ବରୁ ୨୮ଟି ଓ ଦକ୍ଷିଣ ପାର୍ଶ୍ବରୁ ୧୨ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ ଥିବା ଜାରି ରହିଛି।ମହାନଦୀରେ ବନ୍ୟାଜଳ ଆସିବା ଦ୍ବାରା ତଳିଆ ଅଞ୍ଚଳ ବିଶେଷ ଭାବେ ମହାନଦୀରୁ Continue Reading