Home Posts tagged fire breaks out at kendujhar daily market
Odisha News
କେନ୍ଦୁଝର,୩/୪: କେନ୍ଦୁଝର ଡେଲି ମାର୍କେଟରେ ଲାଗିଥିବା ନିଆଁକୁ ପ୍ରାୟ ୩ ଘଣ୍ଟା ପରେ ଆୟତ୍ତ ହୋଇଥିବା ଜଣାଯାଇଛି। କେନ୍ଦୁଝର ସହରର ସବୁଠାରୁ ବ୍ୟସ୍ତବହୁଳ ରାହସ ଡେଲି ମାର୍କେଟ ରେ ଆଜି ସକାଳୁ ସକାଳୁ ହଠାତ ଅଗ୍ନିକାଣ୍ଡ ଘଟି ୨୫ରୁ ୩୦ଟି ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଛି । କୌଣସି ଏକ ଦୋକାନରୁ ସଟସର୍କିଟ ପାଇଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।ଛୋଟ ଜାଗାରେ ଅନେକ ଦୋକାନ ଖୁନ୍ଦାଖୁନ୍ଦି ହୋଇ ଥିବାରୁ ନିଆଁ ସଙ୍ଗେସଙ୍ଗେ ବ୍ୟାପି ଯାଇଥିଲା। Continue Reading
Seo wordpress plugin by www.seowizard.org.