Home Posts tagged fir on bus
Odisha News
କେନ୍ଦୁଝର,୧୧/୬: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଚଳନ୍ତା ଅବସ୍ଥାରେ ଏକ ବସ୍‌ରେ ନିଆଁ ଲିଗିଜାଇଥିଲା । ପାଢ଼ୀ ନାମକ ଏକ ଘରୋଇ ବସ୍ ଘାଟି ଚଢ଼ୁଥିଲା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଏହି ଯାତ୍ରୀ ବାହି ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଯାଉଥିଲାବେଳେ ଘଟିଥିଲା ଏହି ଘଟଣା ।ଏହା ପ୍ରାୟ ରାତି ୩ ଟା ବେଳର ଘଟଣା । ସାଙ୍ଗେ ସାଙ୍ଗେ ବସ୍ରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା । ତେଣୁ ଏକ ବଡ଼ ଅଘଟଣରୁ […]Continue Reading
Seo wordpress plugin by www.seowizard.org.