
ଭୁବନେଶ୍ବର,୭/୭: ଗୁରୁବାର ଦିନ ବରଗଡ଼ ଜିଲ୍ଲା ପୋଲିସ୍ ଏକ ନକଲି ନୋଟ୍ ଛପା କାରଖାନା ଜବତ କରିଛି । ତାହା ସହିତ ୧୪ ଲକ୍ଷ ନକଲି ଟଙ୍କା ଜବତ କରିଛି । ଏହି କାରବାର ସହିତ ସଂପୃକ୍ତ ଥିବା ୨ ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପଟ୍ଟୁ ଯାଦବ (୫୩) ଓ ବଳରାମ ମେହେର।ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳରେ ଏକ ନକଲି ନୋଟ୍ ଛାପା କାରଖାନା ପରିଚାଳିତ ହେଉଥିବା ନେଇ ଏସ୍ଟିଏଫ୍କୁ ବିଶ୍ବସ୍ତ […]Continue Reading