Home Posts tagged ex cm chandrababu naidu
Odisha News
ଆନ୍ଧ୍ର ପ୍ରଦେଶ,୧୦/୯ : ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ତାଙ୍କୁ ଦୁର୍ନୀତି ନିରୋଧ ବ୍ୟୁରୋ (ଏସିବି)ର ଗୋଟିଏ କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ରିମାଣ୍ଡରେ ପଠାଇ ଦେଇଛନ୍ତି।ସେ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ନିରାଶ ହୋଇଛନ୍ତି। ନ୍ୟାୟିକ ରିମାଣ୍ଡର ଅର୍ଥ ସିଆଇଡି ତାଙ୍କୁ ହାଜତ ଭିତରେ ହିଁ ଜେରା କରିବ। ୩୭୧ କୋଟି ଟଙ୍କାର ଆନ୍ଧ୍ର ପ୍ରଦେଶ Continue Reading
Seo wordpress plugin by www.seowizard.org.