Home Posts tagged ERIS VIRUS FOUND IN MUMBAI
Odisha News
ନୂଆଦିଲ୍ଲୀ,୮/୮ : ପୁଣିଥରେ କରୋନା ମହାମାରୀ ଭୂତାଣୁ ଦେଶରେ ନିଜର ପାଦ ବିସ୍ତାର କରୁଛି। ଏଥର କୋଭିଡ-୧୯ ର ନୂତନ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି। ଏହି ଭାରିଆଣ୍ଟ ବ୍ରିଟେନରେ ଆତଙ୍କ ସୃଷ୍ଟି କରିଛି।ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକ ଏହି ସଂକ୍ରମଣର ଶିକାର ହୋଇଛନ୍ତି। ନୂତନ ଓମିକ୍ରୋମ ସବ ଭାରିଆଣ୍ଟର ନାମ ହେଉଛି ଇଜି.୫.୧ ବା ଏରିସ। କରୋନା ଭାଇରସର ନୂତନ ଭାରିଆଣ୍ଟ, ଓମିକ୍ରୋମ ଇଜି.୫.୧ ଏପର୍ଯ୍ୟନ୍ତ ଭାରତରେ ପ୍ରବେଶ କରି Continue Reading
Seo wordpress plugin by www.seowizard.org.