Home Posts tagged Er taraprasad mishra
Feature
ଅକ୍ଷୟ ରାଉତଙ୍କ ରିପୋର୍ଟଭୁବନେଶ୍ବର,୧୨/୮ : ନକ୍ସଲ ଆକ୍ରମଣରେ ଓଡ଼ିଆ ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆ ଶହୀଦ ହେବା ନେଇ ଲେଖକ ଇଂ ତାରାପ୍ରସାଦ ମିଶ୍ର ଓ ଲେଖିକା ରଚିତା ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ଖବର ବିଷୟରେ ଜାଣି ସେ ବହୁତ ଦୁଃଖିତ ବୋଲି ଟ୍ବିଟ ବାର୍ତ୍ତାରେ କହିଛନ୍ତି ।ମାଟି ମା’ର ସେବାରେ ସୁଶାନ୍ତଙ୍କ ବଳିଦାନ ସର୍ବଦା ସ୍ମରଣୀୟ ରହିବ । ବୀର ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ […]Continue Reading
Seo wordpress plugin by www.seowizard.org.