Home Posts tagged eng pritiranjan ghadai
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨୫/୬: ଚଳିତ ନିର୍ବାଚନରେ ସୁକିନ୍ଦାବାସୀଙ୍କ ଜନାଦେଶକୁ ମଥାପାତି ସମ୍ମାନର ସହିତ ଗ୍ରହଣ କରିଛି । ବିଜୟ ପରାଜୟ ରାଜନୀତିର ଦୁଇଟି ଅଂଗ । ବିଜୟରେ ଉତଫୁଲ୍ଲିତ ହୋଇ ହିଂସାକାଣ୍ଡ ଘଟାଇ ଆତଙ୍କ ସୃଷ୍ଟି କରିବାକୁ ସୁକିନ୍ଦାବାସୀ ଗ୍ରହଣ କରିବେ ନାହିଁ । ସୁକିନ୍ଦାବାସୀ ଶାନ୍ତି ପ୍ରିୟ ।ସୁକିନ୍ଦାକୁ ସୁନାର ସୁକିନ୍ଦା କରିବା ପଛରେ ଆପଣଙ୍କ ଆଶିର୍ବାଦ ଓ ସମର୍ଥନ ରହିଛି । ନିର୍ବାଚନ ଫଳ ପ୍ରକାଶ ପରେ ସୁକିନ୍ଦାରେ ଓଲଟା ଚିତ୍ର Continue Reading
Seo wordpress plugin by www.seowizard.org.