Home Posts tagged ELEPHANT DIES AT KAPILASA
Odisha News
ଢେଙ୍କାନଳ, ୭/୧ :କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ମୃତ ହାତୀଟିର ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ତେବେ ଦନ୍ତା ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।ଏହି ଦନ୍ତା ହାତୀଟି ବୌଦ୍ଧ ଜିଲ୍ଲାରେ ବହୁ ଧନ ଜୀବନ ହାନି କରିବା ସହ ଘର ଭାଙ୍ଗିବା ସହ ଫସଲ ହାନି କରି ଆସୁଥିଲା। ଗତକାଲି ବନ ବିଭାଗ ପକ୍ଷରୁ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରି କପିଳାସ ହାତୀ […]Continue Reading
Seo wordpress plugin by www.seowizard.org.