Home Posts tagged elephant
Odisha News
କରଞ୍ଜିଆ,୩୦/୭: ହାତୀ ଉପରକୁ ନିଆଁହୁଳା ଫିଙ୍ଗିବା ଘଟଣାରେ ଦୁଇ ଜଣ ଅସ୍ଥାୟୀ ବନ କର୍ମଚାରୀ କାର୍ଯ୍ୟରୁ ବହିଷ୍କୃତ ହୋଇଛନ୍ତି। ଦୁଇ ଅସ୍ଥାୟୀ ବନ କର୍ମଚାରୀ ହେଲେ ଦୀପକ ମୁଣ୍ଡା ଓ ବାପି ମାଝୀ। ଏନେଇ ବନ ବିଭାଗର ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ ପୃଷ୍ଟି ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ୨୩ଟିକିଆ ହାତୀପଲ ଗତ କିଛି ଦିନ ହେବ ତାଣ୍ଡବ ରଚୁଛନ୍ତି। ସେମାନଙ୍କୁ ଘଉଡ଼ାଇବା ଲାଗି ବନବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି। Continue Reading
Odisha News
ଅନୁଗୁଳ,୯/୧ : ସାନ୍ତ ହୋଇଛି ରକ୍ତମୁଖା ‘ମାଖନା’। ନରମ ହୋଇଛି ହିଂସ୍ର ସ୍ବଭାବ। ପଥଚାରୀଙ୍କୁ ସାମ୍ନାରେ ପାଇ ଛାଡ଼ି କୌଣସି କ୍ଷତି ନକରି ଛାଡି ଦେଉଛି । ଜଙ୍ଗଲରେ ଶୁଣ୍ଢ ଟେକି ବାଲି ଖେଳିଛି। ଶନିବାର ଦିନ ସକାଳୁ ସକାଳୁ ଅନୁଗୁଳ ବନଖଣ୍ଡରେ ତାଣ୍ଡବ ରଚିଥିବା ହାତୀର ୨୪ଘଣ୍ଟାରେ ଏ ପ୍ରକାର ପରିବର୍ତ୍ତନ କେବଳ ଜଙ୍ଗଲ ବିଭାଗକୁ ନୁହେଁ, ବରଂ ଆଖପାଖ ଅଞ୍ଚଳବାସୀଙ୍କୁ ଆଶ୍ବସ୍ତ କରିଛି।କେବଳ ସେତିକି ନୁହେଁ, ଅନୁଗୁଳରେ ୨୫ଟିକିଆ ହାତୀ ମେଳରୁ ଏ ନରହନ୍ତା Continue Reading
Odisha News
କେନ୍ଦୁଝର,୩୦/୮: ପୁଣି କରେଣ୍ଟ ପାଇଁ ଚାଳିଗଲା ହାତୀର ଜୀବନ । ଏଭଳି ଘଟଣା ଘଟିଛି କେନ୍ଦୁଝରରେ । ୨ ମାଈ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଫରେଷ୍ଟର ପ୍ରଦୀପ ବାରିକ ଓ ଗାର୍ଡ ମିତ୍ରଭାନୁ ନାୟକଙ୍କୁ ଆରସିସିଏଫ୍ ନିଲମ୍ବିତ କରିଛନ୍ତି । ଏନେଇ ଡିଏଫ୍ଓ ସୂଚନା ଦେଇଛନ୍ତି ।ଏହାସହ ବିଦ୍ୟୁତ୍ ବିଭାଗକୁ କାରଣ ଦର୍ଶାଅ Continue Reading
Odisha News
ଅନୁଗୁଳ, ୨୭/୮: ଅନୁଗୁଳ ଜିଲ୍ଲା ସାତକୋସିଆ ଅଭୟାରଣ୍ୟ ଜଗନ୍ନାଥପୁର ନିକଟରେ ଏକ ଦନ୍ତାର ମୁତ୍ୟୁ ଘଟିଛି । ବିଦ୍ୟୁତ ଆଘାତ ଖାଇ ହାତୀର ମୁତ୍ୟୁ ହୋଇଛି ।ସୁଚନା ଅନୁସାରେ, ବାର୍‌ହା ଶିକାର ପାଇଁ ଶିକାରୀ ବିଦ୍ୟୁତ୍ ଚାଜ୍‌ର୍ ହୋଇଥିବା ଫାଶ ବସାଇଥିଲା । ହେଲେ ସେହି ବିଦ୍ୟୁତ୍ ଫାସରେ ଦନ୍ତା ପଡିଯାଇଥିଲା । ଫଳରେ ଦନ୍ତାର ମୁତ୍ୟୁ ହୋଇଛି । ଏନେଇ ଆର୍‌ସିସିଏଫ୍ ଯୋଗାନନ୍ଦ ସୂଚନା ଦେଇଛନ୍ତି ।ବିଦ୍ୟୁତ୍ ଆଘାତରେ ହାତୀ ମୁତ୍ୟୁ ହେବା ରାଜ୍ୟରେ ଏହା […]Continue Reading
Odisha News
ସମ୍ବଲପୁର,୧୭/୬: ପୁଣି ଏକ ହାତୀ ପାଇଁ ବିପଦ ପଡିଛି । ପାଣି ପିଇବାକୁ ଯାଇ ପୋଖରୀରେ ଫସି ରହିଛି ଦନ୍ତା ହାତୀ । ସମ୍ବଲପୁର ବନଖଣ୍ଡ ବଡସାହି ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଏହି ଘଟଣା ଘଟିଛି । ହାତୀର ଦେହରେ ଏକ କ୍ଷତ ରହିଥିବା ସୂଚନା । ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା କଲା ଡାକ୍ତରୀ ଟିମ୍ ।ପାଣି ପିଇବାକୁ ଯାଇ ସମ୍ବଲପୁରରେ ଏକ ପୋଖରୀରେ ଫସି ରହିଛି ଏକ ଦନ୍ତାହାତୀ । କାଦୁଅରୁ ବାହାରକୁ ବାହାରି ପାରୁ […]Continue Reading
Odisha News
ଯୋଡ଼ା,୨୦/୫: ନିଦାବିଷ୍ଣୁ ସାଜିଚି ବଦବିଭାଗ । ବନବିଭାଗର ଖାମଖିଆଲ ନୀତି ଯୋଗୁଁ ଚମ୍ପୁଆ ରେଞ୍ଜରୁ ହାତୀ ପଲ ନିପାତ ହେବାକୁ ବସିଲେଣି। ବାରମ୍ବାର ରେଳ ଧାରଣାରେ ଦୁର୍ଘଟଣା ଘଟି ହାତୀ ମୃତ୍ୟୁ ଘଟୁଥିବା ବେଳେ ବନବିଭାଗ ପକ୍ଷରୁ ଏଥିପାଇଁ କୌଣସି ପ୍ରତିକାର କରାଯାଇପାରୁନାହିଁ।ମାଲବୋଝେଇ ଟ୍ରେନ୍ ଧକ୍କାରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡ଼ା ବନପାଳ ଅଧୀନସ୍ଥ ବାଂଶପାଣି ନିକଟରେ ଆଜି ୩ଟି ହାତୀଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଏମାନେ ଗତକାଲି Continue Reading
Seo wordpress plugin by www.seowizard.org.