Home Posts tagged electricty prices will not increases
Odisha News
ଭୁବନେଶ୍ୱର,୨୪/୩: ରାଜ୍ୟବାସୀଙ୍କୁ ଖୁସି ଖବର ଦେଇଛନ୍ତି ଓଇଆରସି ସଚିବ। ରାଜ୍ୟରେ ୨୦୨୨-୨୩ ବର୍ଷରେ ବଢ଼ିବ ନାହିଁ ବିଜୁଳି ଦର। ରାଜ୍ୟ ସରକାର ରିଟେଲ ବିଦ୍ୟୁତ ଶ୍ଳୁକକୁ ଅପରିବର୍ତ୍ତି ରଖିଛନ୍ତି। ସେହିପରି ଉପଭୋକ୍ତାମାନେ ନିଜ ମାସିକ ବିଜୁଳି ବିଲ୍ ଡିଜିଟାଲ ମୋଡରେ ପେମେଣ୍ଟ କଲେ ୩% ରିହାତି ମିଳିବ ବୋଲି ଆଜି ଓଇଆରସି ସଚିବ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ପୂର୍ବବର୍ଷ ଭଳି ଶୂନରୁ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ ପିଛା ଦର ୩ ଟଙ୍କା ରହିବ। Continue Reading
Seo wordpress plugin by www.seowizard.org.