Home Posts tagged durga puja
Odisha News
କଟକ ,୧୨/୧୦: ଆଜି ମଣ୍ଡପରେ ମହାମାୟାଙ୍କ ମହା ନବମୀ। ଦୁର୍ଗତୀନାଶିନୀଙ୍କ ଆବାହନରେ ପ୍ରକମ୍ପିତ ହେଉଛି ଗଗନ ପବନ। ଘଣ୍ଟ ଘଣ୍ଟା ଓ ଶଙ୍ଖ ଧ୍ୱନିରେ ଉଛୁଳି ପଡୁଛି ପରିବେଶ। ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ଓ ଚଣ୍ଡୀପାଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ମହାନବମୀ ପୂଜା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଶକ୍ତିପୀଠରେ ଚାଲିଛି ମହାମାୟାଙ୍କ ଦଶମୀ ପୂଜା।ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଂଚଳ ସିଲଭର ସିଟି କଟକ। Continue Reading
Odisha News
କଟକ, ୯/୧୦ : ଆଜି ଜଗତ ଜନନୀ ମା’ ଦୁର୍ଗାଙ୍କ ମହାଷଷ୍ଠୀ ପୂଜା। ରାଜ୍ୟର ବିଭିନ୍ନ ମଣ୍ଡପରେ ପୂଜା ପାଇବେ ଦୁର୍ଗତିନାଶିନୀ। ଜଗତଜନନୀ ମାଆ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇଛି ଧରାପୃଷ୍ଠ। ଆଜି ପୀଠରେ ସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାଷଷ୍ଠୀ ପୂଜା ରହିଛି। ଏଥିପାଇଁ ସବୁଠି ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ଓ ଉତ୍ସାହର ପରିବେଶ।ବିଲ୍ୱବରଣ ପରେ ମାଆଙ୍କୁ ଆବାହନ କରାଯାଇ ମଣ୍ଡପରେ ପୂଜା କରାଯିବ। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ସମେତ କଟକ ଏବଂ Continue Reading
Top Stories
BY AKSHYA ROUT JAJPUR,OCTO 22:  Durga Ashtami, in particular, is observed on October 22 this year, with zeal and intensity, particularly in West Bengal. In this section of the nation, the ten-armed goddess riding the lion is revered, and even Goddess Durga’s weapons are worshipped while chanting mantras in a rite called Astra Puja. Ashtami […]Continue Reading
Odisha News
ଭୁବନେଶ୍ୱର,୨୧/୧୦ : ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା। ମା’ଙ୍କ ଘଟ ସ୍ଥାପନ ସହ ନବପତ୍ରିକା ପ୍ରବେଶ, ଚକ୍ଷୁ ଦାନ, ପ୍ରାଣ ପ୍ରତିଷ୍ଠା କରାଯାଇ ସପ୍ତମୀ ବିହୀତ ପୂଜାର୍ଚ୍ଚନା କରାଯିବ। ମନ୍ତ୍ରଧ୍ୱନିରେ ପ୍ରକଂପିତ ହେବ ପୂଜା ମଣ୍ଡପ। ଗତକାଲି ମହାଷଷ୍ଠୀରେ ପରମ୍ପରା ଅନୁଯାୟୀ ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବିଲ୍ୱବରଣୀ କରାଯାଇଛି।ବିଶ୍ୱାସ ରହିଛି ବେଲବୃକ୍ଷରେ ମା’ ବାସ କରନ୍ତି। ସେଥିପାଇଁ ଦଶହରା ପୂଜା ପୂର୍ବରୁ ବେଲ ବୃକ୍ଷ ନିକଟରେ ସ୍ୱତନ୍ତ୍ର Continue Reading
Odisha News
ଭୁବନେଶ୍ୱର,୨୦/୧୦ : ରାଜଧାନୀରେ ଲୋକଙ୍କ ଘର ଉପରେ ନଜର ରଖିବ କମିଶନରେଟ୍ ପୁଲିସ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ୨ ନମ୍ବର ଜୋନ ଏସିପି ଗିରିଜା ଚକ୍ରବର୍ତ୍ତୀ।ସହରବାସୀଙ୍କୁ ଅନୁରୋଧ କରି ଏସିପି କହିଛନ୍ତି, ଆପଣ ପୂଜା ବୁଲିବାକୁ ଯାଉଥିଲେ ଘର ଭଲ ଭାବେ ତାଲା ପକାନ୍ତୁ। ଆଉ ଲୋକାଲ ଥାନା ପୁଲିସକୁ ଟିକେ ଜଣାଇ ଦିଅନ୍ତୁ। ଏହାଦ୍ୱାରା ଆମେ ସଂପୃକ୍ତ ଅଞ୍ଚଳରେ ପିସିଆର ଅଧିକ ବୁଲାଇବୁ ବୋଲି ଏସିପି ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି।ମାଆ ଜଗତ ଜନନୀ ଧରାବତରଣ Continue Reading
Odisha News
ଭୁବନେଶ୍ୱର, ୪/୧୦: ସୋମବାର ଥିଲା ଜଗଜ୍ଜନନୀ ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା। ଆଜି ହେଉଛି ପବିତ୍ର ମହାନବମୀ। ଶ୍ଲୋକ ଓ ଚଣ୍ଡୀପାଠରେ କମ୍ପୁଛି ବିଭିନ୍ନ ପୂଜାମଣ୍ଡପ। ମହାନବମୀରେ ମହାମାୟାଙ୍କ ପୂଜାର୍ଚ୍ଚନା ଲାଗି ବିଭିନ୍ନ ପୂଜା ମଣ୍ଡପରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ସବୁଠି ଭକ୍ତିମୟ ପରିବେଶ ମଧ୍ୟରେ ଚାଲିଛି ଜଗତଜନନୀ ମା’ ଦୁର୍ଗାଙ୍କର ପୂଜା।କଟକ, ଭୁବନେଶ୍ବର ସମେତ ରାଜ୍ୟର ସମସ୍ତ ପୂଜାମଣ୍ଡପରେ ନାହିଁନଥିବା ଭିଡ଼ Continue Reading
Odisha News
ଭୁବନେଶ୍ୱର ,୩/୧୦: ଗଣ୍ଡା ଗଣ୍ଡା ସିସିଟିଭି। ମାଳମାଳ ପୁଲିସ। ତଥାପି ହେଉଛି ଚୋରି। ଚୋରିରେ ପୁରୁଷଙ୍କ ତୁଳନାରେ ଲେଡି ଲୁଟେରାଙ୍କ ଆତଙ୍କ ଅଧିକ। ଟାର୍ଗେଟରେ ପୂଜା ମଣ୍ଡପ। ପୂଜା ମଣ୍ଡପ ବୁଲିବାକୁ ଯାଉଥିଲେ ସାବଧାନ ! ଚୋରି ହୋଇପାରେ ମୂଲ୍ୟବାନ ଜିନିଷ। ଗହଳିର ସୁଯୋଗ ନେଇ ଚୋର ବା ଚୋରଣୀ ଆପଣଙ୍କ ପକେଟ ଓ ପର୍ସ ଖାଲି କରିଦେଇପାରନ୍ତି। ବେକରୁ ସୁନା ଚେନ୍ ଲୁଟି ନେଇ ପାରନ୍ତି।ରସୁଲଗଡ ପୂଜା ମଣ୍ଡପରରୁ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି। […]Continue Reading
National News
NEW DELHI,SEPT. 26: Passengers travelling in the country’s eastern region will have a chance to gorge on sumptuous Bengali cuisine, with the Indian Railways Catering and Tourism Corporation (IRCTC) serving special Durga Puja menu on board trains, officials said. The menu will be available in around 70 trains passing through Howrah, Sealdah and Asansol stations […]Continue Reading
Odisha News
କଟକ,୨୯/୮: ଏଥର ଜାକଯମକରେ ହେବ ଦଶହରା। ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁ କଟକର ପ୍ରସିଦ୍ଧ ଦଶହରା ପାଳନରେ କଟକଣା ଥିଲା। କିନ୍ତୁ ଏଥର ପୂର୍ବ ବର୍ଷ ଭଳି ପୂର୍ଣ୍ଣାଙ୍ଗ ମୂର୍ତ୍ତି ସହ ଧୁମ୍‌ଧାମ୍‌ରେ ଦଶହରା ପାଳନ ହେବ। ଏନେଇ କଟକ ମହାନଗର ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି।ଦଶହରା ପୂର୍ବରୁ ସହରର ସମସ୍ତ ରାସ୍ତାଘାଟ ମରାମତି କାର୍ଯ୍ୟ ସାରିବା, ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଓ ପାଣି ଯୋଗାଇବା ପାଇଁ ଶାନ୍ତି କମିଟି ପକ୍ଷରୁ […]Continue Reading
Seo wordpress plugin by www.seowizard.org.